ମୁମ୍ବାଇରେ ପୁରସ୍କୃତ ହେଲା ଓଡ଼ିଆ ପଟ୍ଟଚିତ୍ର କଳାକୃତି ‘କ୍ରିଷ୍ଣାହାତୀ’, ଲଣ୍ଡନ୍‌ ଯିବାକୁ ଫିଟିଲା ବାଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱର ସବୁଠାରୁ ବଡ଼ ପବ୍ଲିକ୍ ଆର୍ଟ ଇଭେଣ୍ଟ ଏଲିଫ୍ୟାଣ୍ଟ ପରେଡ଼ରେ ସାମିଲ ହେବାକୁ ଯାଉଛି ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର କଳାକୃତି। ଆଜି ଗେଟ୍ ୱେ ଅଫ୍ ମୁମ୍ବାଇରେ ଆୟୋଜିତ ପରେଡ଼ରେ ପୁରୀର ପଟ୍ଟ ଶିଳ୍ପୀ ପ୍ରଣବ ନାରାୟଣ ଦାସଙ୍କ କ୍ରିଷ୍ଣାହାତୀ ଶ୍ରେଷ୍ଠ ବିବେଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏସିଆ ମହାଦେଶର ବିଭିନ୍ନ ଦେଶରୁ ୧୦୧ଟି ହାତୀ କଳାକୃତିଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା। ଏହା ପୂର୍ବରୁ ଦିଲ୍ଲୀ ଓ ଜୟପୁରରେ ଆୟୋଜିତ ପରେଡରେ ଏହି […]

hati-1

hati-1

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 08:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱର ସବୁଠାରୁ ବଡ଼ ପବ୍ଲିକ୍ ଆର୍ଟ ଇଭେଣ୍ଟ ଏଲିଫ୍ୟାଣ୍ଟ ପରେଡ଼ରେ ସାମିଲ ହେବାକୁ ଯାଉଛି ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର କଳାକୃତି। ଆଜି ଗେଟ୍ ୱେ ଅଫ୍ ମୁମ୍ବାଇରେ ଆୟୋଜିତ ପରେଡ଼ରେ ପୁରୀର ପଟ୍ଟ ଶିଳ୍ପୀ ପ୍ରଣବ ନାରାୟଣ ଦାସଙ୍କ କ୍ରିଷ୍ଣାହାତୀ ଶ୍ରେଷ୍ଠ ବିବେଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏସିଆ ମହାଦେଶର ବିଭିନ୍ନ ଦେଶରୁ ୧୦୧ଟି ହାତୀ କଳାକୃତିଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା। ଏହା ପୂର୍ବରୁ ଦିଲ୍ଲୀ ଓ ଜୟପୁରରେ ଆୟୋଜିତ ପରେଡରେ ଏହି ଓଡିଆ କ୍ରାଫ୍ଟ ପୁରସ୍କୃତ ହୋଇଥିଲା। ଏଥରର ପୁରସ୍କାର ପରେ ‘କ୍ରିଷ୍ଣାହାତୀ’ ଲଣ୍ଡନରେ ନିଲାମ ହେବାକୁ ବାଟ ଫିଟିଛି ବୋଲି କୁହାଯାଉଛି।

ଫାଇବରରେ ନିର୍ମିତ ହାତୀ ଶରୀରରେ କୃଷ୍ଣଲୀଳାର ଚମତ୍କାର ଚିତ୍ରକଳା ଫୁଟାଇଛନ୍ତି ଶିଳ୍ପୀ ପ୍ରଣବ। ଯାହାକୁ ଦେଖି ଦର୍ଶକ ଅଭିଭୁ ହୋଇଥିଲେ। ଆଜିର କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ, ପରେଡ ଆମ୍ବାସଡ଼ାର ପୁନମ ମହାଜନ ଯୋଗଦେଇ ‘କ୍ରିଷ୍ଣାହାତୀ’କୁ ସୌନ୍ଦର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ।

ହାତୀ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ୨୦୦୬ ମସିହାରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇ ଆସୁଛି ଏମିତି ପ୍ରଦର୍ଶନୀ। ସଙ୍କଟରେ ଥିବା ଏସୀୟ ହାତୀଙ୍କ ସୁରକ୍ଷା ପାଇଁ ଏଲିଫ୍ୟାଣ୍ଟ ପରେଡ୍ ଇଣ୍ଡିଆ ପକ୍ଷରୁ ଦେଶର ବିଭିନ୍ନ ସହରରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଆଜି ଥିଲା ମୁମ୍ବାଇରେ ଶେଷ ପ୍ରଦର୍ଶନୀ। ତେବେ ୧୦୧ଟି ହାତୀ ପ୍ରତିକୃତି ଭିତରୁ ପ୍ରାୟ ୧୫ଟି ହାତୀ ଯିବ ଲଣ୍ଡନ। ଆଉ ବିଶ୍ୱସ୍ତରୀୟ  ପ୍ରଦର୍ଶନୀରେ ହେବ ଏହି ହାତୀଙ୍କ ନିଲାମୀ। ଏହି ନିଲାମରୁ ସଂଗୃହୀତ ଅର୍ଥ ଦେଶରେ ଥିବା ୧୦୧ଟି ଏଲିଫ୍ୟାଣ୍ଟ କରିଡ଼ରର ଉନ୍ନତିମୂଳକକ କାମରେ ଲାଗିବାର ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story