ତୁମେ ଦେଇଛ ତୁମେ ନେଇଯାଅ, ମନ୍ତ୍ରୀଙ୍କ ପାଦ ତଳେ ପଡ଼ିଲେ ମହିଳା

ବିନିକା(ଓଡ଼ିଶା ରିପୋର୍ଟର): ଆର୍ନ୍ତଜାତିକ ମହିଳା ଦିବସରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଘେରିଲେ ମହିଳା।  ବର୍ଷେ  ହେବ ପରିବହନ ମନ୍ତ୍ରୀ ଏଇ ମହିଳା ହିତାଧିକାରୀ ମାନଙ୍କୁ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ କରିଥିଲେ। ହେଲେ ଗୋଟିଏ ବର୍ଷ ବିତି ଯାଇଥିଲେ ବି ଏମାନେ ଆବାସ ଯୋଜନାରେ ଘର ତିଆରି କରି ପାରିନାହାନ୍ତି। ତେବେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଦୈନିକ ବଜାରରେ ମହିଳା ମିଶନ ଶକ୍ତିର ଗୃହର ଉଦ‌୍‍ଘାଟନ କରିବା ପାଇଁ ଆସିଥିଲେ ମନ୍ତ୍ରୀ […]

bvb

bvb

Tapas Behera
  • Published: Monday, 08 March 2021
  • Updated: 08 March 2021, 05:35 PM IST

Sports

Latest News

ବିନିକା(ଓଡ଼ିଶା ରିପୋର୍ଟର): ଆର୍ନ୍ତଜାତିକ ମହିଳା ଦିବସରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଘେରିଲେ ମହିଳା।  ବର୍ଷେ  ହେବ ପରିବହନ ମନ୍ତ୍ରୀ ଏଇ ମହିଳା ହିତାଧିକାରୀ ମାନଙ୍କୁ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ କରିଥିଲେ। ହେଲେ ଗୋଟିଏ ବର୍ଷ ବିତି ଯାଇଥିଲେ ବି ଏମାନେ ଆବାସ ଯୋଜନାରେ ଘର ତିଆରି କରି ପାରିନାହାନ୍ତି। ତେବେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଦୈନିକ ବଜାରରେ ମହିଳା ମିଶନ ଶକ୍ତିର ଗୃହର ଉଦ‌୍‍ଘାଟନ କରିବା ପାଇଁ ଆସିଥିଲେ ମନ୍ତ୍ରୀ । ଏଇ ସମୟରେ ମହିଳା ହିତାଧିକାରୀ ଏବଂ ତାଙ୍କ ପରିବାର ଲୋକେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟି ଘେରିବା ସହ ବିରୋଧ କରି ହୋହଲ୍ଲା କରିଥିଲେ। ପରେ ହିତାଧିକାରୀଙ୍କୁ ମନ୍ତ୍ରୀ ଦେଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଏବଂ ଏନଏସି ଦେଇଥିବା ପଟ୍ଟା ବି ଫେରାଇ ଦେଇଛନ୍ତି। ପରେ ମନ୍ତ୍ରୀଙ୍କ ପାଦତଳେ ହିତାଧିକାରୀମାନେ ମୁଣ୍ଡିଆ ମାରିଥିଲେ। ଅଭିମାନ କରି କହିଥିଲେ ତୁମେ କାର୍ଯ୍ୟାଦେଶ ଦେଇଥିଲ ତୁମେ ନେଇ ଯାଅ। ହେଲେ  ମନ୍ତ୍ରୀ ସେମାନଙ୍କ ଅଭିଯୋଗକୁ ଏଡ଼ାଇ ଦେଇ ଚାଲି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story