ଠିକା ଶିକ୍ଷକ ନିଯୁକ୍ତି ବାତିଲ ପ୍ରସଙ୍ଗ: ପିଏମଜିରେ ସଂଘର ଆନ୍ଦୋଳନ ଜାରି

ଭୁବନେଶ୍ୱର: ବର୍ଷାକୁ ଖାତିର ନକରି ଲୋୟର ପିଏମଜିରେ ପୁନଃନିଯୁକ୍ତି ଦାବିରେ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ୩ହଜାର ୭ଶହ ୬୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି। ଏଥିସହ ଲୋୟର ପିଏମଜିରେ ପ୍ରତିବାଦ ସ୍ୱରୂପ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଶ୍ୱଶାନ୍ତି ଯଜ୍ଞ କରିଥିଲେ। ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଶିକ୍ଷକଶିକ୍ଷୟିତ୍ରୀ କହିଛନ୍ତି।

teacher

teacher

Rakesh Mallick
  • Published: Monday, 21 December 2015
  • Updated: 21 December 2015, 11:29 AM IST

Sports

Latest News

ଭୁବନେଶ୍ୱର: ବର୍ଷାକୁ ଖାତିର ନକରି ଲୋୟର ପିଏମଜିରେ ପୁନଃନିଯୁକ୍ତି ଦାବିରେ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ୩ହଜାର ୭ଶହ ୬୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି। ଏଥିସହ ଲୋୟର ପିଏମଜିରେ ପ୍ରତିବାଦ ସ୍ୱରୂପ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଶ୍ୱଶାନ୍ତି ଯଜ୍ଞ କରିଥିଲେ। ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଶିକ୍ଷକଶିକ୍ଷୟିତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos