ଠିକା ଶିକ୍ଷକ ନିଯୁକ୍ତି ପ୍ରତ୍ୟାହାର ପ୍ରସଙ୍ଗ: ସରକାର ଦାଖଲ କରିଥିବା ସତ୍ୟପାଠକୁ ହାଇକୋର୍ଟଙ୍କ ଅଗ୍ରାହ୍ୟ

ଭୁବନେଶ୍ୱର: ଅନ୍ତରୀଣ ରହିତାଦେଶ ସତ୍ତ୍ୱେ ନିଯୁକ୍ତି ଦିଆଯାଇଥିବା ପ୍ରାୟ ୩ ହଜାର ୯ଶହ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି ବାତିଲ୍ ସଂକ୍ରାନ୍ତରେ ଗଣଶିକ୍ଷା ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ତା’ସହ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି ବାତିଲ କରାଯାଇଛି ବୋଲି ଉଲ୍ଲେଖ କରାଯାଇ ଗଣଶିକ୍ଷା ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠଟି ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଥିଲେ ଜଷ୍ଟିସ୍ ସଞ୍ଜୁ ପଣ୍ଡା […]

teacher- 5

teacher- 5

Rakesh Mallick
  • Published: Friday, 27 November 2015
  • Updated: 27 November 2015, 06:31 AM IST

Sports

Latest News

ଭୁବନେଶ୍ୱର: ଅନ୍ତରୀଣ ରହିତାଦେଶ ସତ୍ତ୍ୱେ ନିଯୁକ୍ତି ଦିଆଯାଇଥିବା ପ୍ରାୟ ୩ ହଜାର ୯ଶହ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି ବାତିଲ୍ ସଂକ୍ରାନ୍ତରେ ଗଣଶିକ୍ଷା ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ତା’ସହ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି ବାତିଲ କରାଯାଇଛି ବୋଲି ଉଲ୍ଲେଖ କରାଯାଇ ଗଣଶିକ୍ଷା ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠଟି ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଥିଲେ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍ ଡିପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ। ତା’ସହ ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ୱର ୧ ତାରିଖରେ କରାଯିବାକୁ ସ୍ଥିର ହୋଇଛି। ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ୩ହଜାର ୯ଶହ ଚୁକ୍ତି ଭିତ୍ତିକ ଶିକ୍ଷକ ଚାକିରି ହରାଇଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ଦେବା ଦାବିରେ ଗୁରୁବାରଠାରୁ ରାଜଧାନୀରେ ହଜାର ହଜାର ଶିକ୍ଷକ ଆନ୍ଦୋଳନ କରିବା ସହ ଧାରଣାରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story