ଠିକାଦାର ଆତ୍ମହତ୍ୟା ମାମଲା: ସମସ୍ତ ପ୍ରାପ୍ୟ ତୁରନ୍ତ ପ୍ରଦାନ ଦାବିରେ ଆନ୍ଦୋଳନ

ଭୁବନେଶ୍ୱର: ଇଡକୋ କାର୍ଯ୍ୟାଳୟ ଛାତରୁ ଡେଉଁ ଆତ୍ମହତ୍ୟା କରିଥିବା ଠିକାଦାର ଗଜେନ୍ଦ୍ର ନାଥ ଦାସଙ୍କ ସମସ୍ତ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ଦାବିରେ ଅଲ୍ ଓଡ଼ିଶା ଠିକାଦାର ସଂଘ ପକ୍ଷରୁ ଆଜି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଗଜେନ୍ଦ୍ରଙ୍କ ବକେୟା ପାଉଣା ସହ ସୁଧ ଦେବା, ତାଙ୍କ ପରିବାର ଲୋକଙ୍କୁ ୫ କୋଟି ଟଙ୍କ। ସହାୟତା, ହଇରାଣ କରିଥିବା ଦୁଇ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ଅନ୍ୟ ଠିକାଦାରଙ୍କ ପାଉଣା ତୁରନ୍ତ ପ୍ରଦାନ […]

thikadar

thikadar

Rakesh Mallick
  • Published: Monday, 26 October 2015
  • Updated: 26 October 2015, 02:19 PM IST

Sports

Latest News

ଭୁବନେଶ୍ୱର: ଇଡକୋ କାର୍ଯ୍ୟାଳୟ ଛାତରୁ ଡେଉଁ ଆତ୍ମହତ୍ୟା କରିଥିବା ଠିକାଦାର ଗଜେନ୍ଦ୍ର ନାଥ ଦାସଙ୍କ ସମସ୍ତ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ଦାବିରେ ଅଲ୍ ଓଡ଼ିଶା ଠିକାଦାର ସଂଘ ପକ୍ଷରୁ ଆଜି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଗଜେନ୍ଦ୍ରଙ୍କ ବକେୟା ପାଉଣା ସହ ସୁଧ ଦେବା, ତାଙ୍କ ପରିବାର ଲୋକଙ୍କୁ ୫ କୋଟି ଟଙ୍କ। ସହାୟତା, ହଇରାଣ କରିଥିବା ଦୁଇ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ଅନ୍ୟ ଠିକାଦାରଙ୍କ ପାଉଣା ତୁରନ୍ତ ପ୍ରଦାନ କରିବା ଦାବିରେ ଠିକାଦାରମାନେ ଇଡକୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଗଜେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଶହୀଦନଗର ଥାନାରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି। ଇଡକୋ ଟାୱାରର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବା ସହ ଗଜେନ୍ଦ୍ରଙ୍କ ପାଉଣା ଦେବାରେ ଯଦି ବିଭାଗୀୟ ଅବହେଳା ହୋଇଥାଏ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। ସେପଟେ ଗଜେନ୍ଦ୍ରଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଉଦ୍ୟମ କରାଯାଉଥିବା ଓ ଏ ସଂକ୍ରାନ୍ତରେ ତଦନ୍ତ ଜାରି ରହିଥିବା ଇଡକୋ କର୍ତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story