ନେତାଙ୍କ ଖେଳ ବିଗାଡ଼ି ଦେଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିକା ଫିକା ରଙ୍ଗର ଉତ୍ସବ ହୋଲି।  ଫଗୁଣର ରଙ୍ଗକୁ ଧୋଇଦେଲା କରୋନାର ଲେଉଟାଣୀ ସଂକ୍ରମଣ।  ରଙ୍ଗର ପର୍ବକୁ ରଙ୍ଗୀନ ହେବାକୁ ଦେଲାନି କଟକଣାର ପାଚେରୀ।  ଘର ଭିତରେ ରହି ପରିବାର ସହ ହୋଲି ଖେଳିଛନ୍ତି ଲୋକେ । କାଁ ଭାଁ କେଉଁଠି ବାହାରକୁ ଆସି ସାଙ୍ଗସାଥୀଙ୍କ ସହ ଲୋକେ ଫଗୁ ଖେଳୁଥିବା ଦେଖିବାକୁ ମିଳିଥିଲା।  କୋଭିଡ୍ ସଂକ୍ରମଣ ଭୟ ଫଗୁଣରେ ଫୁଗୁର ରଙ୍ଗକୁ ଛଡ଼ାଇ ନେଇଥିଲା । ନିରାଡ଼ମ୍ବରରେ ହେଲେ ବି ହୋଲି ରଙ୍ଗରେ […]

nbnz

nbnz

Tapas Behera
  • Published: Monday, 29 March 2021
  • Updated: 29 March 2021, 07:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିକା ଫିକା ରଙ୍ଗର ଉତ୍ସବ ହୋଲି।  ଫଗୁଣର ରଙ୍ଗକୁ ଧୋଇଦେଲା କରୋନାର ଲେଉଟାଣୀ ସଂକ୍ରମଣ।  ରଙ୍ଗର ପର୍ବକୁ ରଙ୍ଗୀନ ହେବାକୁ ଦେଲାନି କଟକଣାର ପାଚେରୀ।  ଘର ଭିତରେ ରହି ପରିବାର ସହ ହୋଲି ଖେଳିଛନ୍ତି ଲୋକେ । କାଁ ଭାଁ କେଉଁଠି ବାହାରକୁ ଆସି ସାଙ୍ଗସାଥୀଙ୍କ ସହ ଲୋକେ ଫଗୁ ଖେଳୁଥିବା ଦେଖିବାକୁ ମିଳିଥିଲା।  କୋଭିଡ୍ ସଂକ୍ରମଣ ଭୟ ଫଗୁଣରେ ଫୁଗୁର ରଙ୍ଗକୁ ଛଡ଼ାଇ ନେଇଥିଲା ।

ନିରାଡ଼ମ୍ବରରେ ହେଲେ ବି ହୋଲି ରଙ୍ଗରେ ରଙ୍ଗୀନ ହେବାକୁ ଭୁଲି ନଥିଲେ ରାଜନେତା।  ବିଜେପି, ବିଜେଡି ଓ କଂଗ୍ରେସର ଛାମୁଆ ନେତା ନିଜ ସମର୍ଥକଙ୍କ ସହ ଖେଳିଛନ୍ତି ହୋଲି।  ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଜେଡି ବିଧାୟକ ଅମର ଶତପଥୀ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରମୁଖ ନିଜ ଘରେ ରହି ହୋଲି ଖେଳିଥିଲେ ।  କଂଗ୍ରେସ ବିଧାୟକ ସୁର ରାଉତରାୟ ସମର୍ଥକଙ୍କ ଗହଣରେ ହୋଲି ଖେଳ ବେଳେ ଓଲିଉଡ୍ ଗୀତର ତାଳେ ତାଳେ ଲଗାଇଥିଲେ ଠୁମକା।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ସହ ସୁରକ୍ଷିତ ହୋଲି ଖେଳିବାକୁ ନିବେଦନ କରିଥିଲେ । ..

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ପାଳନ ବେଳେ କୋଭିଡ୍ କଟକଣା ଯେମିତି ଉଲ୍ଲଂଘନ ନ ହେବ ତା ଉପରେ ସତର୍କ ଦୃଷ୍ଟି ରଖିଥିଲା ପୁଲିସ।  ବିଶେଷ କରି ଟ୍ୱିନ୍‌ସିଟିରେ ନିୟମ ଭାଙ୍ଗି ରଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ହୋଇଥିଲା ଚଢାଉ।

ହୋଲି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story