କାନ୍ଦିବାରୁ ତିନି ଦିନର ଶିଶୁକୁ ଚେଙ୍କ ଦେଲା ବାପା

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଡାକ୍ତରୀ ବିଦ୍ୟା ବହୁ ଆଗକୁ ଗଲାଣି। ଏହା ସତ୍ତ୍ୱେ ମଣିଷ ମନରୁ ଦୂର ହୋଇପାରିନି ଅନ୍ଧ ବିଶ୍ୱାସ। କେତେବେଳେ କାହାକୁ ଗୁଣିଗାରେଡି ସନ୍ଦେହରେ ମାରି ଦିଆଯାଉଛି ତ କେତେବେଳେ ରୋଗ ଭଲ ହେବା ପାଇଁ ଚେଙ୍କ ଦିଆଯାଉଛି। ବାରମ୍ୱାର ସଚେତନତା ସତ୍ତ୍ୱେ ମଣିଷ ମନରୁ ଏପରି ଅନ୍ଧବିଶ୍ୱାସ ଦୂର ହୋଇପାରିନି। ଏମିତି ଏକ ଘଟଣା ଆଜି ନବରଙ୍ଗପୁର ଜିଲ୍ଲା ମୋକିଆ ଗାଁରେ ଘଟିଛି। ରୋଗ ଭଲ ହେବା ପାଇଁ ବାପା ତା’ ପୁଅକୁ […]

77000

77000

Tapaswini Nayak
  • Published: Wednesday, 03 June 2020
  • Updated: 03 June 2020, 04:48 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଡାକ୍ତରୀ ବିଦ୍ୟା ବହୁ ଆଗକୁ ଗଲାଣି। ଏହା ସତ୍ତ୍ୱେ ମଣିଷ ମନରୁ ଦୂର ହୋଇପାରିନି ଅନ୍ଧ ବିଶ୍ୱାସ। କେତେବେଳେ କାହାକୁ ଗୁଣିଗାରେଡି ସନ୍ଦେହରେ ମାରି ଦିଆଯାଉଛି ତ କେତେବେଳେ ରୋଗ ଭଲ ହେବା ପାଇଁ ଚେଙ୍କ ଦିଆଯାଉଛି। ବାରମ୍ୱାର ସଚେତନତା ସତ୍ତ୍ୱେ ମଣିଷ ମନରୁ ଏପରି ଅନ୍ଧବିଶ୍ୱାସ ଦୂର ହୋଇପାରିନି। ଏମିତି ଏକ ଘଟଣା ଆଜି ନବରଙ୍ଗପୁର ଜିଲ୍ଲା ମୋକିଆ ଗାଁରେ ଘଟିଛି। ରୋଗ ଭଲ ହେବା ପାଇଁ ବାପା ତା’ ପୁଅକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

ରୋଗ ଭଲ ହେବା ପାଇଁ ତିନି ଦିନର ଶିଶୁକୁ ତାର ବାପା ଚେଙ୍କ ଦେଇଥିବା ଜଣାପଡ଼ିଛି। ଛୁଆଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଗତ ୩୦ ତାରିଖରେ ଯଦୁ ବିସିଙ୍କ ସ୍ତ୍ରୀ ଦୁର୍ମିଳା ଚନ୍ଦାହାଣ୍ଡି ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ମା’ ଓ ଛୁଆ ଡାକ୍ତରଖାନାରୁ ନିଜ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଶିଶୁଟି ବହୁତ ସମୟ ଧରି କାନ୍ଦିଲା। କଳାଶିରା ହେଇଥିବା ଭାବି ନିଜ ଶିଶୁପୁତ୍ରକୁ ତା’ ବାପା ଯଦୁ ବିସି ଲୁହା କଣ୍ଟାରେ ଚେଙ୍କ ଦେଇଥିଲେ। ଚେଙ୍କ ଦେବାପରେ କାନ୍ଦ କମିବା ପରିବର୍ତ୍ତେ ବଢ଼ିଥିଲା। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଲା।

ଗତକାଲି ରାତିରେ ପରିବାର ଲୋକେ ଛୁଆକୁ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶିଶୁଟିର ଅବସ୍ଥା  ଗୁରୁତର ଥିବା ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story