୩ ଜିଲ୍ଲାର ୧୦ ହୋଟେଲ ବନ୍ଦ ପାଇଁ ନୋଟିସ୍‌

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ୧୦ଟି ହୋଟେଲ ବନ୍ଦ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହୋଟେଲ ଗୁଡ଼ିକୁ କ୍ଲୋଜର ନୋଟିସ୍‌ ଜାରି କରାଯାଇଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଅନୁସାରେ ବୋର୍ଡର ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଏହି ନୋଟିସ୍‌ ଜାରି କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି କ୍ଳୋଜର ନୋଟିସ ବେଆଇନ ବୋଲି ହୋଟେଲ ମାଲିକମାନେ କହିଛନ୍ତି।

padusana br0ard

padusana br0ard

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 09:10 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story