ଜରିମାନା ଦେଲେନି: ବନ୍ଦର ହେବ ୩ ଖଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣି ଜରିମାନା ଆଦାୟ ଡେଡ୍‌ଲାଇନ ସରିବା ପରେ କାର୍ଯ୍ୟକ୍ଷମ ଥିବା ୩ଟି ଖଣିକୁ ବନ୍ଦ ଲାଗି ନୋଟିସ୍ କରିଛନ୍ତି ରାଜ୍ୟ ଖଣି ବିଭାଗ। ଜୋରିମାନା ଦେଇନଥିବାରୁ ଖଣି ଗୁଡ଼ିକ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖଣିଜ ଉତ୍ପାଦନ ହେଉଥିବା ୪୬ଟି ଖଣିର ମାଲିକଙ୍କୁ ଜରିମାନା ଦେବା ପାଇଁ ନୋଟିସ ହୋଇଥିଲା। ରାଜ୍ୟରେ ବେଆଇନ ଖଣି କାରବାର କରିଥିବା ଲିଜଧାରୀଙ୍କଠାରୁ ୧୭,୫୦୦ କୋଟି ଟଙ୍କା ଜରିମାନା ଆଦାୟ ଲାଗି ସୁପ୍ରମକୋର୍ଟଙ୍କ ଦ୍ୱାରା ଗଠିତ ସିଇସି ଆକଳନ […]

three-mines-owner-do-not-deposit-fine

three-mines-owner-do-not-deposit-fine

Rakesh Mallick
  • Published: Monday, 01 January 2018
  • Updated: 01 January 2018, 03:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣି ଜରିମାନା ଆଦାୟ ଡେଡ୍‌ଲାଇନ ସରିବା ପରେ କାର୍ଯ୍ୟକ୍ଷମ ଥିବା ୩ଟି ଖଣିକୁ ବନ୍ଦ ଲାଗି ନୋଟିସ୍ କରିଛନ୍ତି ରାଜ୍ୟ ଖଣି ବିଭାଗ। ଜୋରିମାନା ଦେଇନଥିବାରୁ ଖଣି ଗୁଡ଼ିକ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଖଣିଜ ଉତ୍ପାଦନ ହେଉଥିବା ୪୬ଟି ଖଣିର ମାଲିକଙ୍କୁ ଜରିମାନା ଦେବା ପାଇଁ ନୋଟିସ ହୋଇଥିଲା। ରାଜ୍ୟରେ ବେଆଇନ ଖଣି କାରବାର କରିଥିବା ଲିଜଧାରୀଙ୍କଠାରୁ ୧୭,୫୦୦ କୋଟି ଟଙ୍କା ଜରିମାନା ଆଦାୟ ଲାଗି ସୁପ୍ରମକୋର୍ଟଙ୍କ ଦ୍ୱାରା ଗଠିତ ସିଇସି ଆକଳନ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ୮,୨୫୦ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି।

ଜରିମାନା ଆଦାୟ ସଂପର୍କରେ ରାଜ୍ୟ ସରକାର ଜାନୁୟାରୀ ୪ ସୁଦ୍ଧା ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ। ଜାନୁଆରୀ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆଇନ ଖଣି କାରବାର କରିଥିବା ଲିଜଧାରୀଙ୍କଠାରୁ ଜରିମାନା ଆଦାୟ ଲାଗି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ଦ୍ଧାରିତ ଜରିମାନା ପୈଠ କରିବାକୁ ଅକ୍ଷମତା ପ୍ରକାଶ କରି ଏହାର ପୁନର୍ବିଚାର ଲାଗି ଖଣି ମାଲିକ ସଂଘ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସେପଟେ ବନ୍ଦ ଥିବା ୧୦୬ ଖଣିର ଲିଜଧାରୀ ଜରିମାନା ଦେଇପାରିବେ ନାହିଁ ବୋଲି ଖଣି ମାଲିକ ସଂଘ ସ୍ପଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story