ଧରାପଡ଼ିଲେ ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ରେ ପୁଣି ଧରା ପଡ଼ିଛନ୍ତି ୩ ପିଏଲ୍‌ଏଫ୍‌ଆଇ (PLFI) ସଦସ୍ୟ। ବୀରମିତ୍ରପୁର ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟନାରାୟଣ ନନ୍ଦ, ଟୁଲେଶ୍ୱର ନନ୍ଦ ଓ ଅଫେନ୍ଦୁ ନନ୍ଦ।   ଗତ ୨୦୧୮ ମାର୍ଚ୍ଚ ୧୬ ତାରିଖରେ କୁଆଁରମୁଣ୍ଡା ଥାନା କୁକୁଡ଼ବହଲଠାରେ ଅର୍ଜୁନ ଗୋପ ନାମକ ଜଣେ ବସ୍‌ ଡ୍ରାଇଭରକୁ ଗୁଳି କରି ହତ୍ୟା କରିବା […]

plfi

plfi

Manoranjan Sial
  • Published: Friday, 18 January 2019
  • Updated: 18 January 2019, 07:47 PM IST

Sports

Latest News

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ରେ ପୁଣି ଧରା ପଡ଼ିଛନ୍ତି ୩ ପିଏଲ୍‌ଏଫ୍‌ଆଇ (PLFI) ସଦସ୍ୟ। ବୀରମିତ୍ରପୁର ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟନାରାୟଣ ନନ୍ଦ, ଟୁଲେଶ୍ୱର ନନ୍ଦ ଓ ଅଫେନ୍ଦୁ ନନ୍ଦ।
 
ଗତ ୨୦୧୮ ମାର୍ଚ୍ଚ ୧୬ ତାରିଖରେ କୁଆଁରମୁଣ୍ଡା ଥାନା କୁକୁଡ଼ବହଲଠାରେ ଅର୍ଜୁନ ଗୋପ ନାମକ ଜଣେ ବସ୍‌ ଡ୍ରାଇଭରକୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଏମାନେ ମୋଷ୍ଟ ୱାଣ୍ଟେଡ୍‌ ଥିଲେ। ଏମାନଙ୍କ ନାଁରେ ବୀରମିତ୍ରପୁର ଥାନା ସମେତ ରାଜଗାଙ୍ଗପୁର, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଦାଦାବଟି ଓ ହତ୍ୟା ଧମକ ଆଦି ମାମଲା ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos