ମୁଖ୍ୟସ୍ରୋତରେ ମିଶିଲେ ୩ ମାଓବାଦୀ: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ୩ ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ମାଲେ, ଦିବ୍ୟା ଓ ଦେବା। ଏମାନେ ୩୦ରୁ ଅଧିକ ଅପରାଧୀକ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ମାଲକାନଗିରି ଡିଭିଜନ କମିଟି ସମ୍ପାଦକ ଉଦୟର ଦେହରକ୍ଷୀ ଥିଲେ ବିଦ୍ୟା। ଅନ୍ୟ ଦୁଇ ଜଣ କ୍ୟାଡ ମାଓବାଦୀ କାଲିମେଳା ଦଳମରେ କାର୍ଯ୍ୟ କରୁଥିଲେ। ଏମାନଙ୍କ ନାମରେ ଏକ ଲକ୍ଷ […]

naxal surrender

naxal surrender

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 02:51 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ୩ ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ମାଲେ, ଦିବ୍ୟା ଓ ଦେବା। ଏମାନେ ୩୦ରୁ ଅଧିକ ଅପରାଧୀକ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି।

ମାଲକାନଗିରି ଡିଭିଜନ କମିଟି ସମ୍ପାଦକ ଉଦୟର ଦେହରକ୍ଷୀ ଥିଲେ ବିଦ୍ୟା। ଅନ୍ୟ ଦୁଇ ଜଣ କ୍ୟାଡ ମାଓବାଦୀ କାଲିମେଳା ଦଳମରେ କାର୍ଯ୍ୟ କରୁଥିଲେ। ଏମାନଙ୍କ ନାମରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story