ପହଁରି ପହଁରି ୨ ଜଣ ପଳାଇ ଆସିଲେ, ହେଲେ ୩ ସାଙ୍ଗଙ୍କ ବିଷୟରେ ଭୟରେ କହିଲେନି

କୋରାପୁଟ (ଓଡ଼ିଶା ରିପୋର୍ଟର) କୋରାପୁଟ ଜଲାପୁଟ ଜଳଭଣ୍ଡାରର ପାଡୁଆଘାଟରେ ଡଙ୍ଗା ବୁଡ଼ି ନିଖୋଜ ଥିବା ୩ଜଣଙ୍କର ଏଯାଏଁ ପତ୍ତା ମିଳିନି।  ଯୁବକଙ୍କୁ ଖୋଜିବା ଅଭିଯାନ ଜାରି ରହିଛି । ସେମିଳିଗୁଡ଼ା ଓ ନନ୍ଦପୁର ଅଗ୍ନିଶମ ଟିମ୍ ପାଓ୍ୱାର ବୋଟ୍ ଧରି ଉଦ୍ଧାରକାରୀ ଦଳ ଜଳଭଣ୍ଡାର ଭିତରେ ଖୋଜାଖୋଜି କରୁଛନ୍ତି। ରବିବାର ଦିନ ପାଞ୍ଚ ଜଣ ସାଙ୍ଗ କାଠ ଡଙ୍ଗା ନେଇ ଜଳଭଣ୍ଡାର ଭିତରେ ବୁଲୁଥିବାବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ୨ ଜଣ ସାଙ୍ଗ ପହଁରି […]

reservoir-gate-11

reservoir-gate-11

Tapas Behera
  • Published: Tuesday, 27 October 2020
  • Updated: 27 October 2020, 05:21 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର) କୋରାପୁଟ ଜଲାପୁଟ ଜଳଭଣ୍ଡାରର ପାଡୁଆଘାଟରେ ଡଙ୍ଗା ବୁଡ଼ି ନିଖୋଜ ଥିବା ୩ଜଣଙ୍କର ଏଯାଏଁ ପତ୍ତା ମିଳିନି।  ଯୁବକଙ୍କୁ ଖୋଜିବା ଅଭିଯାନ ଜାରି ରହିଛି । ସେମିଳିଗୁଡ଼ା ଓ ନନ୍ଦପୁର ଅଗ୍ନିଶମ ଟିମ୍ ପାଓ୍ୱାର ବୋଟ୍ ଧରି ଉଦ୍ଧାରକାରୀ ଦଳ ଜଳଭଣ୍ଡାର ଭିତରେ ଖୋଜାଖୋଜି କରୁଛନ୍ତି। ରବିବାର ଦିନ ପାଞ୍ଚ ଜଣ ସାଙ୍ଗ କାଠ ଡଙ୍ଗା ନେଇ ଜଳଭଣ୍ଡାର ଭିତରେ ବୁଲୁଥିବାବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ୨ ଜଣ ସାଙ୍ଗ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ୩ ଜଣ ନିଖୋଜ ହୋଇ ଯାଇଛନ୍ତି । ବର୍ତ୍ତି ଯାଇଥିବା ୨ ଯୁବକ ଗାଁକୁ ଫେରି ଭୟରେ ଏ ଘଟଣା ସଂପର୍କରେ କାହାକୁ କହିନଥିଲେ। ନିଖୋଜ ୩ ଜଣ ଘରକୁ ନ ଆସିବାରୁ ସେମାନଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହାପରେ ୨ ଯୁବକ ସେମାନଙ୍କ ନିଖୋଜ ସଂପର୍କରେ ଜଣାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story