ଲାଞ୍ଚ ନେବା ବେଳେ ଧରାପଡ଼ିଲେ ତିନି ପୁଲିସ୍ ଅଧିକାରୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ତିନି ଜଣ ପୁଲିସ ଅଧିକାରୀ। ଆଉ ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲାର। ଜିଲ୍ଲାର ସଦର ମହକୁମା ଥାନାର ଏହି ତିନି ପୁଲିସ ଅଧିକାରୀ ଏକ ଘରୋଇ କଲେଜ୍‌ କର୍ତ୍ତୃପକ୍ଷଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେମାନେ ହେଲେ ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ଓ ସୁନୀଲ କୁମାର। ଗତକାଲି ରାତିରେ ଏହି […]

vigilace-raid999999999

vigilace-raid999999999

Tapaswini Nayak
  • Published: Friday, 26 July 2019
  • Updated: 26 July 2019, 07:45 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ତିନି ଜଣ ପୁଲିସ ଅଧିକାରୀ। ଆଉ ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲାର।

ଜିଲ୍ଲାର ସଦର ମହକୁମା ଥାନାର ଏହି ତିନି ପୁଲିସ ଅଧିକାରୀ ଏକ ଘରୋଇ କଲେଜ୍‌ କର୍ତ୍ତୃପକ୍ଷଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେମାନେ ହେଲେ ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ଓ ସୁନୀଲ କୁମାର।

ଗତକାଲି ରାତିରେ ଏହି ପୁଲିସ୍ ଅଧିକାରୀମାନଙ୍କୁ ଧରା ଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos