ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ: ୩ ମେଣ୍ଢା ମୃତ

କଟକ: ଦୀର୍ଘ ଦିନପରେ ନିଆଳି ଅଞ୍ଚଳରେ ପୁଣି ଫେରିଛି ଅଜଣା ଜନ୍ତୁର ଆତଙ୍କ। ଗତକାଲି ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୩ଟି ମେଣ୍ଢାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗୋଟିଏ ମେଣ୍ଢା ଆହତ ହୋଇଛି। ଗୋବିନ୍ଦପଡ଼ାର ଗୋବର୍ଦ୍ଧନ ସ୍ୱାଇଁଙ୍କ ୩ଟି ମେଣ୍ଢା ମରିଥିବା ଜଣାପଡିଛି। ସେହିପରି ଡିହବାଆଁସାହି ପବନି ବେହାରଙ୍କ ଗୋଟିଏ ମେଣ୍ଢା ଆହତ ହୋଇଛି। ପୂର୍ବରୁ ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ଅନେକ ମେଣ୍ଢାଙ୍କର ମୃତ୍ୟୁ ହୋଇଥିଲା।

mendha

mendha

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 02:46 PM IST

କଟକ: ଦୀର୍ଘ ଦିନପରେ ନିଆଳି ଅଞ୍ଚଳରେ ପୁଣି ଫେରିଛି ଅଜଣା ଜନ୍ତୁର ଆତଙ୍କ। ଗତକାଲି ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୩ଟି ମେଣ୍ଢାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗୋଟିଏ ମେଣ୍ଢା ଆହତ ହୋଇଛି। ଗୋବିନ୍ଦପଡ଼ାର ଗୋବର୍ଦ୍ଧନ ସ୍ୱାଇଁଙ୍କ ୩ଟି ମେଣ୍ଢା ମରିଥିବା ଜଣାପଡିଛି। ସେହିପରି ଡିହବାଆଁସାହି ପବନି ବେହାରଙ୍କ ଗୋଟିଏ ମେଣ୍ଢା ଆହତ ହୋଇଛି।

ପୂର୍ବରୁ ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ଅନେକ ମେଣ୍ଢାଙ୍କର ମୃତ୍ୟୁ ହୋଇଥିଲା।

https://youtu.be/qc0e-r1xc2I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos