ମହଙ୍ଗା ପଡ଼ିଲା ମଦ୍ୟପାନ, ୩ ସରକାରୀ କର୍ମଚାରୀ ନିଲମ୍ବିତ

ଯାଜପୁର(ଗୁଲାମ ଗସ୍‌): ମହଙ୍ଗା ପଡ଼ିଲା ଅଫିସ ସମୟରେ ମଦ୍ୟପାନ । ଏହି ଘଟଣାରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର  ୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଘଟଣାକୁ ନେଇ ବେଶ ଆଲୋଚନାର ବିଷୟ ହୋଇଛି । ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଆକାଉଣ୍ଟାଣ୍ଟ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ  ଅଫିସ ଡିୟୁଟିରେ ଥାଇ […]

430

430

Tapas Behera
  • Published: Friday, 12 July 2019
  • Updated: 12 July 2019, 05:31 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ମହଙ୍ଗା ପଡ଼ିଲା ଅଫିସ ସମୟରେ ମଦ୍ୟପାନ । ଏହି ଘଟଣାରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର  ୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଘଟଣାକୁ ନେଇ ବେଶ ଆଲୋଚନାର ବିଷୟ ହୋଇଛି । ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଆକାଉଣ୍ଟାଣ୍ଟ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ  ଅଫିସ ଡିୟୁଟିରେ ଥାଇ ଆଜି ଅପରାହ୍ନ ୩ଟାରେ ନିକଟସ୍ଥ ଏକ ବାରରେ ବସି ମଦ୍ୟପାନ କରୁଥିଲେ । ଜିଲ୍ଲାପାଳ ଏସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଁଚି ମଦ୍ୟପାନ କରୁଥିବା ଅବସ୍ଥାରେ ୩ଜଣଙ୍କୁ ଦେଖିଥିଲେ । ପରେ ସେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story