‘ଅମ୍ଫାନ’ ନେଲା ତିନି ମାସର ଶିଶୁର ଜୀବନ

ଭଦ୍ରକ (ଓଡ଼ିଶା ରିପୋର୍ଟର): କାନ୍ଥ ପଡ଼ି ତିନି ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ସାମାନ୍ୟ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ କାଂପଡ଼ା ପଞ୍ଚାୟତର ଦକ୍ଷିଣପାରି ଗାଁରେ। ମିଳିଥିବା ସୂଚନା ଅନୁସାରେ, ‘ଅମ୍ଫାନ’ ପ୍ରଭାବରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଦକ୍ଷିଣପାରି ଗାଁର ବଳରାମ ଦାସଙ୍କ ମାଟି ଘର କାନ୍ଥ ରାତିରେ ଭୁଶୁଡ଼ି ପଡିଥିଲା। ଏହି ସମୟରେ ତିନିମାସର ଶିଶୁ […]

bhadrak

bhadrak

Tapaswini Nayak
  • Published: Wednesday, 20 May 2020
  • Updated: 20 May 2020, 12:45 PM IST

ଭଦ୍ରକ (ଓଡ଼ିଶା ରିପୋର୍ଟର): କାନ୍ଥ ପଡ଼ି ତିନି ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ସାମାନ୍ୟ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ କାଂପଡ଼ା ପଞ୍ଚାୟତର ଦକ୍ଷିଣପାରି ଗାଁରେ।

ମିଳିଥିବା ସୂଚନା ଅନୁସାରେ, ‘ଅମ୍ଫାନ’ ପ୍ରଭାବରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଦକ୍ଷିଣପାରି ଗାଁର ବଳରାମ ଦାସଙ୍କ ମାଟି ଘର କାନ୍ଥ ରାତିରେ ଭୁଶୁଡ଼ି ପଡିଥିଲା। ଏହି ସମୟରେ ତିନିମାସର ଶିଶୁ ପୁତ୍ର ତା’ ମାସ ସହିତ ଘରେ ଶୋଇଥିଲା। କାନ୍ଥଟି ଉଭୟ ମା’ ଛୁଆଙ୍କ ଉପରେ ପଡ଼ିଯାଇଥିଲା। ଶିଶୁ ପୁତ୍ରର ମୃତ୍ୟୁ ହୋଇଯାଇଥିବା ବେଳେ ତା’ ମା’ ସାମାନ୍ୟ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story