ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା, ୨୦ଟି ରାଜ୍ୟରେ ହୋଇପାରେ ଘୁର୍ଣ୍ଣିଝଡ଼

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦେଶର ପ୍ରାୟ ୨୦ଟି ରାଜ୍ୟରେ ଝଡତୋଫାନର ଆଶଙ୍କା ରହିଛି।  ଏନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ବିଭିନ୍ନ ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମଟର ବେଗରେ ରହିବ । ଓଡିଶା ସମେତ ୨୦ଟି ରାଜ୍ୟରେ ବର୍ଷା, କୁଆପଥର ମାଡ଼ ସହ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମଟର ବେଗରେ ରହିବ। […]

ju

ju

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 08:10 PM IST

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦେଶର ପ୍ରାୟ ୨୦ଟି ରାଜ୍ୟରେ ଝଡତୋଫାନର ଆଶଙ୍କା ରହିଛି।  ଏନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ବିଭିନ୍ନ ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମଟର ବେଗରେ ରହିବ ।

ଓଡିଶା ସମେତ ୨୦ଟି ରାଜ୍ୟରେ ବର୍ଷା, କୁଆପଥର ମାଡ଼ ସହ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମଟର ବେଗରେ ରହିବ। ଏଭଳି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଦିଲ୍ଲୀ, ବିହାର, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ, ଝାଡଖଣ୍ଡ, ସିକିମ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ଝଡତୋଫାନ ହେବାର ଆଶଙ୍କା ରହିଛି । ପଶ୍ଚିମ ଭାରତରେ ସୃଷ୍ଟି ହୋଇଥିବା ଘୂର୍ଣିବଳୟ ପ୍ରଭାବରେ ଝଡ ତୋଫାନ ହେବ।  ଓଡିଶାର ଉପକୂଳ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ କହିଛନ୍ତି ।

ଗତକାଲି ଦିଲ୍ଲୀ, ଗୁରୁଗ୍ରାମ ଓ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଥିଲା । ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।  ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story