ମୁହଁ ମୋଡିଦେଲା ମାଆ: ସାହାହେଲେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଘୁଣୀ ଅଙ୍କିତାଠାରୁ ଅଲଗା ହୋଇଥିବା ଶାବକର ପ୍ରଥମ ଫଟୋକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜାରି କରିଛନ୍ତି। ଫଟୋରେ ବାଘ ଛୁଆଟି ବୋତଲରେ କ୍ଷୀର ପିଉଥିବା ଦେଖିବାକୁ ମିଳିଛି। ଏଥିସହ ଆନିମାଲ କିପର ତାର(ବାଘ ଛୁଆ) ସମସ୍ତ ପ୍ରକାର ଯତ୍ନ ନେଉଛନ୍ତି। ବାଘ ଶାବକର ଓଜନ ଜନ୍ମ ସମୟରେ ୧୧୦୦ ଗ୍ରାମ ଥିଲା। ଏବେ ଓଜନ ୧୯୨୦ ଗ୍ରାମ ରହିଛି। ବର୍ତ୍ତମାନ ବାଘ ଶାବକ ସୁସ୍ଥ ରହିଛି। ଶାବକଟି ମାଈ ବାଘ ଛୁଆ ବୋଲି […]

tiger grinking milk12

tiger grinking milk12

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଘୁଣୀ ଅଙ୍କିତାଠାରୁ ଅଲଗା ହୋଇଥିବା ଶାବକର ପ୍ରଥମ ଫଟୋକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜାରି କରିଛନ୍ତି। ଫଟୋରେ ବାଘ ଛୁଆଟି ବୋତଲରେ କ୍ଷୀର ପିଉଥିବା ଦେଖିବାକୁ ମିଳିଛି। ଏଥିସହ ଆନିମାଲ କିପର ତାର(ବାଘ ଛୁଆ) ସମସ୍ତ ପ୍ରକାର ଯତ୍ନ ନେଉଛନ୍ତି। ବାଘ ଶାବକର ଓଜନ ଜନ୍ମ ସମୟରେ ୧୧୦୦ ଗ୍ରାମ ଥିଲା। ଏବେ ଓଜନ ୧୯୨୦ ଗ୍ରାମ ରହିଛି। ବର୍ତ୍ତମାନ ବାଘ ଶାବକ ସୁସ୍ଥ ରହିଛି। ଶାବକଟି ମାଈ ବାଘ ଛୁଆ ବୋଲି ଜଣାପଡ଼ିଛି। ଦୁଇମାସ ପୂରିଲେ ବିଭିନ୍ନ ପ୍ରକାର ରୋଗ ଟୀକା ଦିଆଯିବ ବୋଲି ନନ୍ଦନକାନକ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଗତ ଜାନୁଆରୀ ୧୨ ତାରିଖରେ ଅଙ୍କିତା ବାଘୁଣୀ ଦୁଇଟି ଛୁଆ ଜନ୍ମ ଦେଇଥିଲେ। ଛୁଆ ଜନ୍ମ ଦେବାର ଗୋଟିଏ ଦିନ ପରେ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା। ତା’ପରେ ସେ ଦ୍ୱିତୀୟ ଛୁଆକୁ ଯତ୍ନ ନେଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story