ଗାଁ ବୁଲୁଛି କଲରାପତରିଆ ବାଘ, ଖାଇଲା ବଳଦ

ନୂଆପଡା(ମାୟାଧର ସରାଫ): ଗାଁରେ ବୁଲୁଛି କଲରାପତରିଆ ବାଘ। ରାତିରେ ସମସ୍ତେ ଶୋଇଗଲା ପରେ ଶିକାର କରୁଛି। ଗତକାଲି ରାତିରେ ଗୋଟିଏ  ବଳଦକୁ ମାରି ଖାଇଥିବା ଜଣାଯାଇଛି। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ନୂଆପଡ଼ା ସଦର ରେଞ୍ଜ ଜାମୁ ସାଲେଭଟା ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଗତ ରାତିରେ ବାଘଟି ଗାଁ ଭିତରକୁ ଆସି ସୂର୍ଯ୍ୟକାନ୍ତ ମାଝି ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ ବନ୍ଧାଯାଇଥିବା ବଳଦକୁ ଟାଣିଆଣି ମାରି ଖାଇ ଦେଇଛି। ଆଜି ସକାଳେ ପରିବାର […]

tigher

tigher

Tapaswini Nayak
  • Published: Tuesday, 01 November 2022
  • Updated: 01 November 2022, 11:41 AM IST

Sports

Latest News

ନୂଆପଡା(ମାୟାଧର ସରାଫ): ଗାଁରେ ବୁଲୁଛି କଲରାପତରିଆ ବାଘ। ରାତିରେ ସମସ୍ତେ ଶୋଇଗଲା ପରେ ଶିକାର କରୁଛି। ଗତକାଲି ରାତିରେ ଗୋଟିଏ  ବଳଦକୁ ମାରି ଖାଇଥିବା ଜଣାଯାଇଛି। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି।

ନୂଆପଡ଼ା ସଦର ରେଞ୍ଜ ଜାମୁ ସାଲେଭଟା ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଗତ ରାତିରେ ବାଘଟି ଗାଁ ଭିତରକୁ ଆସି ସୂର୍ଯ୍ୟକାନ୍ତ ମାଝି ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ ବନ୍ଧାଯାଇଥିବା ବଳଦକୁ ଟାଣିଆଣି ମାରି ଖାଇ ଦେଇଛି। ଆଜି ସକାଳେ ପରିବାର ଲୋକେ ଗୁହାଳରେ ବଳଦକୁ ପାଇନଥିଲେ। ଖୋଜାଖୋଜି କରିବା ପରେ ଘରଠାରୁ ଅଳ୍ପ ଦୂରରେ ଥିବା ପଡ଼ିଆରେ ବଳଦର ମୃତଦେହ ପଡ଼ିଥିଲା।

ଏହାସହ ଗୁହାଳେ ବାଘର ପାଦ ଚିହ୍ନ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ବନ ବିଭାଗ ଖବର ଦେଇଥିଲେ। ବନ ବିଭାଗ  ଗାଁରେ ପହଞ୍ଚି ତତନ୍ତ କରୁଛି। ଏହା ସହ ଗାଁକୁ ବାଘ ଆସୁଥିବାରୁ ସତର୍କ ରହିବାକୁ  ଗ୍ରାମବାସୀ କୁହାଯାଇଛି। ଗାଁକୁ ବାଘ ଆସୁଥିବା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story