ବସ୍ତାରେ ଥିଲା ଚିତା ଛାଲ, ଧରିଦେଲା ଏସଟିଏଫ୍‌

ସୋନପୁର(ରବିନ୍ଦ୍ର ହୋତା): ପ୍ଲାଷ୍ଟିକ ବସ୍ତାରେ ବାଘ ଚମଡ଼ା ପୁରାଇ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ଏସ୍‌ଟିଏ‍ଫ୍‌ ହାତରେ ଧରାପଡ଼ିଲେ ଜଣେ ବେପାରୀ। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକରେ। ଏସ୍‌ଟିଏ‍ଫ୍‌ ଟିମ୍‌ ଦୁଇଟି ଚିତା ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଲୁଣ୍ଡୁରୁ ଗାଁର ଜୀବର୍ଦ୍ଧନ ଭୋଇ। ମିଳିଥିବା ସୂଚନା ଅନୁସାରେ, କପାସିରା […]

TIGER_SKIN

TIGER_SKIN

Tapaswini Nayak
  • Published: Tuesday, 19 October 2021
  • Updated: 19 October 2021, 11:45 AM IST

ସୋନପୁର(ରବିନ୍ଦ୍ର ହୋତା): ପ୍ଲାଷ୍ଟିକ ବସ୍ତାରେ ବାଘ ଚମଡ଼ା ପୁରାଇ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ଏସ୍‌ଟିଏ‍ଫ୍‌ ହାତରେ ଧରାପଡ଼ିଲେ ଜଣେ ବେପାରୀ। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକରେ। ଏସ୍‌ଟିଏ‍ଫ୍‌ ଟିମ୍‌ ଦୁଇଟି ଚିତା ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଲୁଣ୍ଡୁରୁ ଗାଁର ଜୀବର୍ଦ୍ଧନ ଭୋଇ।

ମିଳିଥିବା ସୂଚନା ଅନୁସାରେ, କପାସିରା ଛକରେ ବାଘ ଛାଲ ଚୋରାଚାଲାଣ ହେଉଥିବା ଏସ୍‌ଟିଏ‍ଫ୍‌ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଏସ୍‌ଟିଏ‍ଫ୍‌ର ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଜଗି ରହିଥିଲା। ଗତକାଲି ରାତିରେ କପାସିରା ଛକଠାରେ ଜୀବର୍ଦ୍ଧନ କିଛି ଜିନିଷ ଭର୍ତ୍ତି ଥିବା ଏକ ପ୍ଲାଷ୍ଟିକ ବସ୍ତା ଧରି ଛିଡ଼ା ହୋଇଥିଲେ। ଏହା ଦେଖି ଏସ୍‌ଟିଏ‍ଫ୍‌ ଟିମ୍‌ର ତାଙ୍କ ଉପରେ  ସନ୍ଦେହ ଉପୁଜିଥିଲା।

ଏହାପରେ ଏସ୍‌ଟିଏ‍ଫ୍‌ ଟିମ୍‌ ତାଙ୍କ ବସ୍ତା ଯାଞ୍ଚ କରିବାରୁ ଦୁଇଟି ଚିତା ବାଘ ଛାଲ ବାହାରିଥିଲା। ପ୍ରାଣୀ ସୁରକ୍ଷା  ଆକ୍ଟ ୧୯୭୨ ନିୟମ ଭଙ୍ଗ ଅନୁଯାୟୀ ଅଭିଯୁକ୍ତ ଜୀବର୍ଦ୍ଧନଙ୍କୁ ଗିରଫ କରାଯାଇ ବୌଦ୍ଧ ଡି‌ଏଫଓଙ୍କୁ ଏସଟିଏଫ ହସ୍ତାନ୍ତର କରିଛି। ଏନେଇ ବନ ବିଭାଗ ମନମୁଣ୍ଡାରେ ଏକ ମାମଲା  ରୁଜୁ କରାଯାଇଛି ଓ ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story