ସାତକୋଶିଆ ଜଙ୍ଗଲରେ ଛଡ଼ାଯିବ ବାଘ: ମଧ୍ୟପ୍ରଦେଶରୁ ଅଣାଯିବ

ଭୁବନେଶ୍ୱର: ସାତକୋଶିଆ ଜଙ୍ଗଲରେ ଛଡ଼ାଯିବ ବାଘ। ଏଥିପାଇଁ ମଧ୍ୟପ୍ରଦେଶରୁ ବାଘ ଅଣାଯିବ। ଆସନ୍ତା ଜାନୁୟାରୀ କିମ୍ବା ଫେବୃୟାରୀରେ ସାତକୋଶିଆରେ ବାଘ ଛଡ଼ାଯିବ ବୋଲି ‘ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ’ କହିଛନ୍ତି। ଏଥିପାଇଁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟପ୍ରଦେଶ ସରକାରଙ୍କୁ ପତ୍ର ଲେଖାଯିବ। ସାତକୋଶିଆ ଜଙ୍ଗଲରେ ବାଘ ଛାଡ଼ିବା ପାଇଁ କିଛିଦିନ ତଳେ ଯୋଜନା କରିଥିଲା ରାଜ୍ୟ ବନ ବିଭାଗ। ଏଥିପାଇଁ ସାତକୋଶିଆ ଅଞ୍ଚଳ ପରିଦର୍ଶନ କରିବା ସହ ଏଠାକାର କ୍ଷେତ୍ର ଆକଳନ କରିଛି ‘ୱାଇଲ୍ଡ […]

Tiger

Tiger

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 02:08 PM IST

Sports

Latest News

ଭୁବନେଶ୍ୱର: ସାତକୋଶିଆ ଜଙ୍ଗଲରେ ଛଡ଼ାଯିବ ବାଘ। ଏଥିପାଇଁ ମଧ୍ୟପ୍ରଦେଶରୁ ବାଘ ଅଣାଯିବ। ଆସନ୍ତା ଜାନୁୟାରୀ କିମ୍ବା ଫେବୃୟାରୀରେ ସାତକୋଶିଆରେ ବାଘ ଛଡ଼ାଯିବ ବୋଲି ‘ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ’ କହିଛନ୍ତି। ଏଥିପାଇଁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟପ୍ରଦେଶ ସରକାରଙ୍କୁ ପତ୍ର ଲେଖାଯିବ। ସାତକୋଶିଆ ଜଙ୍ଗଲରେ ବାଘ ଛାଡ଼ିବା ପାଇଁ କିଛିଦିନ ତଳେ ଯୋଜନା କରିଥିଲା ରାଜ୍ୟ ବନ ବିଭାଗ। ଏଥିପାଇଁ ସାତକୋଶିଆ ଅଞ୍ଚଳ ପରିଦର୍ଶନ କରିବା ସହ ଏଠାକାର କ୍ଷେତ୍ର ଆକଳନ କରିଛି ‘ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’। ଏହି ଟିମ୍  ପ୍ରଥମ ପର୍ଯ୍ୟାୟରେ ଏଠାରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ବାଘ ଛାଡ଼ିବ। ବର୍ତ୍ତମାନ ସାତକୋଶିଆରେ ୧୫ଟି ବାଘ ରହିବା ଭଳି ପରିବେଶ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos