ଟିକେ ଥମିଛି ଥଣ୍ଡା, ମାତ୍ର ୨ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିଛି। ଗତ ଡିସେମ୍ୱର ୨୭ ଓ ୨୮ ତାରିଖରେ ଯଥାକ୍ରମେ ରାଜ୍ୟର ୧୩ ଓ ୧୦ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଯାଇଥିବା ବେଳେ  ଆଜି ୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଛି। ଗତ ଡିସେମ୍ୱର୨୭ ଓ ୨୮ ତାରିଖରେ ଫୁଲବାଣୀର ତାପମାତ୍ରା ଯଥାକ୍ରମେ ୨ ଓ ୨.୫ ଡିଗ୍ରୀକୁ ଖସି ଥିବା ବେଳେ ଆଜି ଏଠାରେ ଆଜି ସର୍ବନିମ୍ନ ତାପମାତ୍ରା ୮.୫ […]

winterr

winterr

Rakesh Mallick
  • Published: Friday, 01 January 2016
  • Updated: 01 January 2016, 02:28 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିଛି। ଗତ ଡିସେମ୍ୱର ୨୭ ଓ ୨୮ ତାରିଖରେ ଯଥାକ୍ରମେ ରାଜ୍ୟର ୧୩ ଓ ୧୦ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଯାଇଥିବା ବେଳେ  ଆଜି ୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଛି। ଗତ ଡିସେମ୍ୱର୨୭ ଓ ୨୮ ତାରିଖରେ ଫୁଲବାଣୀର ତାପମାତ୍ରା ଯଥାକ୍ରମେ ୨ ଓ ୨.୫ ଡିଗ୍ରୀକୁ ଖସି ଥିବା ବେଳେ ଆଜି ଏଠାରେ ଆଜି ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି। ଦାରିଙ୍ଗବାଡିରେ ଆଜି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିଲା।

ବାଲେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା  ୧୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ  ଚାନ୍ଦବାଲିରେ ୧୫.୬, କଟକରେ ୧୬.୫,  ପାରାଦୀପରେ ୧୬.୬, ଭୁବନେଶ୍ୱରରେ ୧୭.୭, ଗୋପାଳପୁରରେ ୧୬.୯,  ପୁରୀରେ ୧୬.୨ କେନ୍ଦୁଝରରେ ୧୧.୭  ବାରିପଦାରେ ୧୨.୫ ଓ ଖୋର୍ଦ୍ଧାରେ ୧୧.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନୁଗୋଳରେ ଆଜି ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ରହିଥିବା ବେଳେ  ସମ୍ୱଲପୁରରେ ୧୨.୩, ସୁନ୍ଦରଗଡ଼ରେ ୯.୦, ଝାରସୁଗୁଡ଼ାରେ ୧୧.୪, ତାଳଚେରରେ ୪.୪, ଭବାନୀପାଟଣାରେ ୧୦.୨ ବଲାଙ୍ଗିରରେ ୧୨.୨ କୋରାପୁଟରେ ୧୧.୨ ଓ ମାଲକାନଗିରିରେ ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story