ତିନି ବର୍ଷ ତଳେ ପୁଲିସକୁ ଚକମା ଦେଇ ଖସିଯାଇଥିବା ଟିମା ଧରାପଡ଼ିଲା

ସମ୍ବଲପୁର (ସଞ୍ଜୟ ଜେନା): ତିନି ବର୍ଷ ତଳେ ପୁଲିସକୁ ଚକମା ଦେଇ ଖସି ଯାଇଥିବା ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାକୁ ଗୁରୁବାର ଗିରଫ କରିଛି ପୁଲିସ୍‌। ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଆଜି ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିମା ସହିତ ତା’ର ତିନି ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଟିମାରେ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୪୧ରୁ ଅଧିକ ଅପରାଧିକ ମାମଲା ରହିଛି। ୨୦୧୮ ମସିହାରେ ଟିମା […]

arrested

arrested

Tapaswini Nayak
  • Published: Friday, 08 October 2021
  • Updated: 08 October 2021, 03:16 PM IST

Sports

Latest News

ସମ୍ବଲପୁର (ସଞ୍ଜୟ ଜେନା): ତିନି ବର୍ଷ ତଳେ ପୁଲିସକୁ ଚକମା ଦେଇ ଖସି ଯାଇଥିବା ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାକୁ ଗୁରୁବାର ଗିରଫ କରିଛି ପୁଲିସ୍‌। ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଆଜି ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଟିମା ସହିତ ତା’ର ତିନି ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଟିମାରେ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୪୧ରୁ ଅଧିକ ଅପରାଧିକ ମାମଲା ରହିଛି। ୨୦୧୮ ମସିହାରେ ଟିମା କୁଚିଣ୍ଡା ଥାନା ପୁଲିସ ଦ୍ୱାରା ଏକ ମାମଲାରେ ଗିରଫ ହୋଇଥିଲା। ତେବେ ଏକ ପୁରୁଣା ମାମଲାରେ କେନ୍ଦୁଝର ପୁଲିସ ତାକୁ ରିମାଣ୍ଡରେ ନେଉଥିବା ବେଳେ ସେ ପୁଲିସ ହେପାଜତରୁ ଖସି ପଳାଇ ଯାଇଥିଲା।

ଏସ୍‌ପି ଆହୁରି  କହିଛନ୍ତି, ଗତ ତିନି ମାସ ହେବ ପୁଲିସ ଟିମାକୁ ଧରିବାକୁ ଜାଲ ବିଛାଇ ଥିଲା। ଟିମାର ନିଜ ଘର ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାସନ ପୁର ଗାଁରେ। ସେ ଗାଁ ଲୋକଙ୍କୁ ଧମକାଇ ରଖୁଥିଲା। ଟିମା ଦ୍ୱିତୀୟ ବିବାହ କରିଛି। ତାର ସ୍ତ୍ରୀ ସମ୍ବଲପୁରର ଯମନପୁରା ଅଞ୍ଚଳରେ ରହୁଛି।  ସେ କେତେ ବେଳେ ରାସନପୁରାରେ ରହୁଥିଲା ତ କେତେବେଳେ ଯମନପୁରାରେ ରହୁଥିଲା। ସେ ହ୍ୱାଟସପ୍ ଓ ଫେସବୁକ୍ ବ୍ୟବହାର କରେ ନାହିଁ। ଆମେ ଟିମା ଘରେ ବହୁଥର ଘରେ ଚଢ଼ଉ କରିଛୁ। ହେଲେ ତାକୁ ଧରିବାରେ ସଫଳ ହୋଇ ନଥିଲୁ। କିନ୍ତୁ ଶେଷରେ ଗତକାଲି ତାକୁ ଧରିବାରେ ସଫଳ ହୋଇଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story