ଚଳନ୍ତା ହାଇୱାରେ ଲାଗିଲା ନିଆଁ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କଡ଼ିଙ୍ଗାମାଳି ଅଞ୍ଚଳରେ ଚଳନ୍ତା ହାଇୱାରେ ନିଆଁ ଲାଗି ଯାଇଥିଲା। ତେବେ ଡ୍ରାଇଭର ଓ  ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ହାଇୱାଟି ବକ୍ସାଇଟ ଅନ୍‌ ଲୋଡିଂ କରି ପାହାଡ଼  ଉପରକୁ ଯାଉଥିଲା। ଏହି ସମୟରେ ହାଇୱାରେ  ହଠାତ୍ ନିଆଁ ଲାଗିଯାଇଥିଲା। ଗାଡ଼ିରେ ନିଆଁ ଲାଗି ଯାଇଥିବା  ଜାଣିପାରି ଡ୍ରାଇଭର ଓ ହେଲପର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏନେଇ ସେ ଅଗ୍ନିଶମ ବିଭାଗକୁ […]

fire

fire

Tapaswini Nayak
  • Published: Thursday, 20 January 2022
  • Updated: 20 January 2022, 08:49 AM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କଡ଼ିଙ୍ଗାମାଳି ଅଞ୍ଚଳରେ ଚଳନ୍ତା ହାଇୱାରେ ନିଆଁ ଲାଗି ଯାଇଥିଲା। ତେବେ ଡ୍ରାଇଭର ଓ  ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ହାଇୱାଟି ବକ୍ସାଇଟ ଅନ୍‌ ଲୋଡିଂ କରି ପାହାଡ଼  ଉପରକୁ ଯାଉଥିଲା। ଏହି ସମୟରେ ହାଇୱାରେ  ହଠାତ୍ ନିଆଁ ଲାଗିଯାଇଥିଲା। ଗାଡ଼ିରେ ନିଆଁ ଲାଗି ଯାଇଥିବା  ଜାଣିପାରି ଡ୍ରାଇଭର ଓ ହେଲପର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏନେଇ ସେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁ ଲିଭାଇ ଥିଲେ।

ହାଇୱାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story