୪୫ ଡିଗ୍ରୀରେ ତାତିଲା ଟିଟିଲାଗଡ଼

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ସେଥିରୁ ୧୨ଟି ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ଅବା ତା’ଠାରୁ ଉପରେ ରହିଥିଲା। ଓଡ଼ିଶାର ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଆଜି ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଚାନ୍ଦବାଲିରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୪୦.୬, ଭୁବନେଶ୍ୱରରେ ୪୨.୨, ଅନୁଗୋଳରେ ୪୨.୭, ବାରିପଦାରେ ୪୦.୭, ଝାରସୁଗୁଡ଼ାରେ ୪୨, […]

temperature

temperature

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 05:11 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ସେଥିରୁ ୧୨ଟି ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ଅବା ତା’ଠାରୁ ଉପରେ ରହିଥିଲା। ଓଡ଼ିଶାର ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଆଜି ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସେହିପରି ଚାନ୍ଦବାଲିରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୪୦.୬, ଭୁବନେଶ୍ୱରରେ ୪୨.୨, ଅନୁଗୋଳରେ ୪୨.୭, ବାରିପଦାରେ ୪୦.୭, ଝାରସୁଗୁଡ଼ାରେ ୪୨, କେନ୍ଦୁଝରରେ ୪୦, ସମ୍ବଲପୁରରେ ୪୨, ସୁନ୍ଦରଗଡ଼ରେ ୪୨.୫, ହୀରାକୁଦରେ ୪୨.୧, ତାଳଚେରରେ ୪୩.୬, ଭବାନୀପାଟଣାରେ ୪୩.୫, ବଲାଙ୍ଗିରରେ ୪୩, ଫୁଲବାଣୀରେ ୪୦, ମାଲକାନଗିରିରେ ୪୩.୪, ସୋନପୁରରେ ୪୪.୮ ଓ ଢେଙ୍କାନାଳରେ ୪୨.୫ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଥିଲା।

ଏପ୍ରିଲ୍ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ସେ କହିଛନ୍ତି,“ଏପ୍ରିଲ୍ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ତାପମାତ୍ର ୪୦ ଡିଗ୍ରୀ ଅବା ତା’ଠାରୁ ଅଧିକ ରହିବ। ପବନର ବେଗ ଓ ଦିଗ ଅନୁଯାୟୀ ଏଥିରେ ସାମାନ୍ୟ କମ୍‌ବେଶୀ ହୋଇପାରେ। ଏପ୍ରିଲ୍ ୧୯ ତାରିଖ ପରେ ରାଜ୍ୟର କିଛି ସ୍ଥାନରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story