ଟ୍ରାକ୍ଟର ଟ୍ରଲିକୁ ଧକ୍କା ଦେଲା କାର: ୨ ମୃତ, ୩ ଆହତ

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ସିକାପତ୍ରାପାଲି ଗାଁର ଖ୍ରୀଓ ଷ୍ଟେସନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଗତକାଲି ରାତିରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଏକ ମାରୁତି ୱାଗନ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୩ଜଣ ଗୁରୁତର ଆହତ ହୋଇଛନ୍ତି।  ମୃତକମାନେ ହେଲେ ଲାଲୁ ଭୋଇ ଓ ଗୋପି ଭୋଇ।  ଆହତମାନେ ବଡ଼ମାଲ ଗୋଳାବାରୁଦ କାରଖାନା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ପୁଅର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ବାପା-ମାଆ

କରୋନା ମୁକାବିଲା: ଶ୍ରେଷ୍ଠ ୧୦ ରାଜ୍ୟରେ ନାହିଁ ଓଡ଼ିଶା

ସରିଲା ମହାପ୍ରଭୁଙ୍କ ଅଧରପଣା ନୀତି

କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ: କଂଗ୍ରେସ ଓ ବିଜେପିକୁ ଜୋରିମାନା, ବିଜେଡି ବେଳକୁ ଚୁପ୍‌

କାଳିଆ ପରେ ବଳିଆ ଯୋଜନା,ଆଉ ଏକ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ

କେବେ ଆରମ୍ଭ ହେବ ପାଇକ ବିଦ୍ରୋହର ସ୍ମାରକୀ?

ରାଜଧାନୀ ବାହାରୁ ଶ୍ରମିକଙ୍କୁ ଆଣିବାକୁ ବାରଣ କଲା ବିଏମସି

ଆଦିବାସୀ ନାବାଳିକା ଦୁଷ୍କର୍ମ: ସମସ୍ତ ଅପରାଧୀଙ୍କ ଗିରଫ ଦାବି କଲା ବିଜେପି

୨୦ ଦିନର ଛୁଆକୁ ମାରି ନାଳକୁ ଫିଙ୍ଗିଦେଲା ବାପା!

ଧ୍ୱଂସାବଶେଷ ତଳୁ ମିଳିଲା ଶିବ ତୀର୍ଥ ମଠର ୧୬ ସମାଧୀ

‘ଟାଇମ୍ ପାସ୍ ଚକ୍କରରେ ହୋଇଯିବ ଲାଇଫ୍ ଫେଲ୍’

୨୦୩ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ