ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ ‘ତିତ୍‌ଲି’; ଧୀରେ ଧୀରେ ଦୁର୍ବଳ ହେବ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ଆନ୍ଧ୍ରପ୍ରଦେଶ ଶୀକାକୁଲମ୍‌ ଜିଲ୍ଲାର ପଲାସାରେ ଲ୍ୟାଣ୍ଡଫଲ୍ କରିଛି। ସକାଳ ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିଛି। ତିତ୍‌ଲି ଯେତେବେଳେ ଗୋପାଳପୁର ଛୁଇଁଲା ସେତେବେଳେ ପବନର ବେଗ ପ୍ରତି ଘଣ୍ଟାକୁ ୧୪୦ରୁ ୧୫୦ କିଲୋମିଟର ଥିଲା। ତେବେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୧୬୫ କିମି ଥିଲା। ଆଉ କିଛି ସମୟ ପରେ ଏହା ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ। ତେଣୁ ପ୍ରାୟ ସନ୍ଧ୍ୟା ଯାଏ ପବନ […]

cyclone1

cyclone1

Jitendra Garnayak
  • Published: Thursday, 11 October 2018
  • Updated: 11 October 2018, 09:08 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ଆନ୍ଧ୍ରପ୍ରଦେଶ ଶୀକାକୁଲମ୍‌ ଜିଲ୍ଲାର ପଲାସାରେ ଲ୍ୟାଣ୍ଡଫଲ୍ କରିଛି। ସକାଳ ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିଛି। ତିତ୍‌ଲି ଯେତେବେଳେ ଗୋପାଳପୁର ଛୁଇଁଲା ସେତେବେଳେ ପବନର ବେଗ ପ୍ରତି ଘଣ୍ଟାକୁ ୧୪୦ରୁ ୧୫୦ କିଲୋମିଟର ଥିଲା। ତେବେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୧୬୫ କିମି ଥିଲା। ଆଉ କିଛି ସମୟ ପରେ ଏହା ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ। ତେଣୁ ପ୍ରାୟ ସନ୍ଧ୍ୟା ଯାଏ ପବନ ବହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ କହିଛନ୍ତି।
ସେ କହିଛନ୍ତି, ଏହି ଲ୍ୟାଣ୍ଡଫଲ୍‌ର ପ୍ରସେସ୍‌ ଆଉ ୨ରୁ ୩ ଘଣ୍ଟା ଚାଲିବ। ଏହାପରେ ଧୀରେ ଧୀରେ ଭେରି ସିଭିୟର ସାଇକ୍ଲାନ୍‌ ଷ୍ଟ୍ରମ୍‌ ହୋଇ ଦୁର୍ବଳ ହୋଇ ଯିବ।

ଏସ୍‌ଆର୍‌ସି କହିଛନ୍ତି, ତିତ୍‌ଲି ପ୍ରଭାବରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଜପତି, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇଛି। ଏନେଇ ଆମେ ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରୁଛୁ। ତେବେ ଗଞ୍ଜାମ,ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ସୁଧା କୌଣସି ନଦୀରେ ବନ୍ୟା ହେଲା ଭଳି ପରିସ୍ଥିତି ହେଇ ନାହିଁ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ କହିଛନ୍ତି,“ତିତ୍‌ଲି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଦେଇ ଏହା ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ। ତିତ୍‌ଲି ସମୁଦ୍ର କୂଳରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୪୦ ରୁ ୧୪୫ କିଲୋମିଟର ରହିଥିଲା। ସ୍ଥଳଭାଗରେ ପବନର ବେଗ କମିବ। ତଥାପି ଏହା ଓଡ଼ିଶା ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିଲୋମିଟର ରହିବ। ବର୍ଷାର ପରିମାଣ ମଧ୍ୟ ବଢ଼ିବ।”

ସେ କହିଛନ୍ତି,“ଉପକୂଳ ଓଡ଼ିଶା ଦେଇ ଏହା ଗତି କରିବ। ତେଣୁ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ତେଣୁ ଯଦି ବନ୍ୟା ସମ୍ଭାବନା ଦେଖାଯିବ ତାହା ଉପୂକଳ ଓଡ଼ିଶାରେ ହିଁ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story