ଟିଟିଲାଗଡ଼: ବୋଲେରୋ ଧକ୍କାରେ ଛାତ୍ର ମୃତ, ଜଣେ ଗୁରୁତର  

ଟିଟିଲାଗଡ଼: ଟିଟିଲାଗଡ ଥାନା ଅନ୍ତର୍ଗତ ଗନ୍ଧର୍ଲା ଗାଁ ନିକଟରେ ଆଜି ସକାଳେ ଏକ ବୋଲେରୋ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଡିଲୁ ବିଶି। ଦୁର୍ଘଟଣାରେ ଆଉ ଜଣେ ଛାତ୍ର ଲକ୍ଷ୍ମଣ ବିଶି ଗୁରୁତର ଆହତ ହୋଇ  ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବୋଲେରୋଟି ଦ୍ରୁତ ଗତିରେ ସିନ୍ଧେକେଲାରୁ ଟିଟିଲାଗଡ଼ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସ୍କୁଲକୁ ଯାଉଥିବା ୨ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଡିଲୁର ମୃତ୍ୟୁ ଘଟିଥିଲା। ଏହାକୁ ନେଇ  […]

accident

accident

Rakesh Mallick
  • Published: Monday, 26 September 2016
  • Updated: 26 September 2016, 01:33 PM IST

Sports

Latest News

ଟିଟିଲାଗଡ଼: ଟିଟିଲାଗଡ ଥାନା ଅନ୍ତର୍ଗତ ଗନ୍ଧର୍ଲା ଗାଁ ନିକଟରେ ଆଜି ସକାଳେ ଏକ ବୋଲେରୋ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଡିଲୁ ବିଶି। ଦୁର୍ଘଟଣାରେ ଆଉ ଜଣେ ଛାତ୍ର ଲକ୍ଷ୍ମଣ ବିଶି ଗୁରୁତର ଆହତ ହୋଇ  ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବୋଲେରୋଟି ଦ୍ରୁତ ଗତିରେ ସିନ୍ଧେକେଲାରୁ ଟିଟିଲାଗଡ଼ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସ୍କୁଲକୁ ଯାଉଥିବା ୨ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଡିଲୁର ମୃତ୍ୟୁ ଘଟିଥିଲା।

ଏହାକୁ ନେଇ  ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।  ମୃତକ ଓ ଆହତ ଛାତ୍ରଙ୍କ ପରିବାରବର୍ଗକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ସିନ୍ଧେକେଲା-ଟିଟିଲାଗଡ଼ ରାସ୍ତା ଅବରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story