ତାପସ ପାଲ୍‌ଙ୍କୁ ସର୍ତ୍ତମୂଳକ ଜାମିନ

କଟକ (ଓଡ଼ିଶା ରିପୋର୍ଟର): ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ତାପସ ପାଲଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ସର୍ତ୍ତ ଅନୁସାରେ ତାଙ୍କୁ କୋଟିଏ ଟଙ୍କା ଜମାରାଶି ସହ ପାସପୋର୍ଟ ଦାଖଲ କରିବାକୁ ପଡିବ। ଏଥିସହ ଦୁଇ ଲକ୍ଷ ଟଙ୍କାର ଦୁଇ ଜାମିନ୍‌ଦାର ବଦଳରେ ଜାମିନରେ ଯିବାକୁ କୋର୍ଟ ସର୍ତ୍ତ ରଖିଥିଲେ। ୨୦୧୭ ଡିସେମ୍ୱର ୩୦ ତାରିଖରେ ସିବିଆଇ ତାପସଙ୍କୁ କୋଲକାତାରୁ ଗିରଫ କରିଥିଲା। ଓଡ଼ିଶା ସହ ଲିଙ୍କ ଥିବା ରୋଜଭ୍ୟାଲିର ବିଭିନ୍ନ […]

TAPAS-PAL

TAPAS-PAL

Rakesh Mallick
  • Published: Thursday, 01 February 2018
  • Updated: 01 February 2018, 06:31 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ତାପସ ପାଲଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ସର୍ତ୍ତ ଅନୁସାରେ ତାଙ୍କୁ କୋଟିଏ ଟଙ୍କା ଜମାରାଶି ସହ ପାସପୋର୍ଟ ଦାଖଲ କରିବାକୁ ପଡିବ। ଏଥିସହ ଦୁଇ ଲକ୍ଷ ଟଙ୍କାର ଦୁଇ ଜାମିନ୍‌ଦାର ବଦଳରେ ଜାମିନରେ ଯିବାକୁ କୋର୍ଟ ସର୍ତ୍ତ ରଖିଥିଲେ।

୨୦୧୭ ଡିସେମ୍ୱର ୩୦ ତାରିଖରେ ସିବିଆଇ ତାପସଙ୍କୁ କୋଲକାତାରୁ ଗିରଫ କରିଥିଲା। ଓଡ଼ିଶା ସହ ଲିଙ୍କ ଥିବା ରୋଜଭ୍ୟାଲିର ବିଭିନ୍ନ ମାମଲାରେ ପଚରାଉଚରା ପାଇଁ ସିବିଆଇ ତାଙ୍କୁ ରିମାଣ୍ଡରେ ଭୁବନେଶ୍ୱର ଅଣିଥିଲା। ଦୀର୍ଘ ବର୍ଷେ ଧରି ଜେଲରେ ରହିବା ପରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ୍‌ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story