ଆଜି ୬୪୮୮ ଜଣ କରୋନାକୁ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ଆଶ୍ୱସ୍ଥିକର ଖବର ଆସିଛି । ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ୬୪୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି । Another 6488 Covid patients have recovered and are being discharged on 03.05.2021 1185 from Khordha786 from Sundargarh514 from Nuapada358 from Kalahandi336 from Cuttack320 from Jajapur294 from Nabarangpur283 from Jharsuguda282 from Bargarh189 from […]

covid

covid

Tapas Behera
  • Published: Monday, 03 May 2021
  • Updated: 03 May 2021, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ଆଶ୍ୱସ୍ଥିକର ଖବର ଆସିଛି । ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ୬୪୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି ।

https://twitter.com/HFWOdisha/status/1389218572044439552?s=20

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛି।ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୧୫୮ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୭୮୬, ନୂଆପଡ଼ାରୁ ୫୧୪, କଳାହାଣ୍ଡିରୁ ୩୫୮, କଟକରୁ ୩୩୬, ଯାଜପୁରରୁ ୩୨୦, ନବରଙ୍ଗପୁରରୁ ୨୯୪, ଝାରସୁଗୁଡ଼ାରୁ ୨୮୩, ବରଗଡ଼ରୁ ୨୮୨, ବଳାଙ୍ଗିରରୁ ୧୮୯, ପୁରୀରୁ ୧୭୯, ଗଂଜାମରୁ ୧୭୬, ସମ୍ବଲପୁରରୁ ୧୭୪, ମୟୁରଭଂଜରୁ ୧୫୮, କେନ୍ଦୁଝରରୁ ୧୫୦, ରାୟଗଡ଼ାରୁ ୧୦୯, ଗଜପତିରୁ ୯୩, ନୟାଗଡ଼ରୁ ୯୩, ଜଗତସିଂହପୁରରୁ ୮୧, ସୋନପୁରରୁ ୭୫, କୋରାପୁଟରୁ ୬୦, ବାଲେଶ୍ୱରରୁ ୫୩, ଅନୁଗୋଳରୁ ୫୨, କେନ୍ଦ୍ରାପଡ଼ାରୁ ୪୬, ଭଦ୍ରକରୁ ୪୧, ଢ଼େଙ୍କାନାଳରୁ ୩୪, ଦେଉଗଡ଼ରୁ ୨୭, କଳାହାଣ୍ଡିରୁ ୨୬, ମାଲକାନଗିରିରୁ ୨୬, ବୌଦ୍ଧରୁ ୨୪ ଏବଂ ଷ୍ଟେଟପୁଲରୁ ୨୬୪ ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । ବର୍ତମାନ ସୁଦ୍ଧା ୪୦,୪୦୬୩ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos