ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ୱର: ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମଣ୍ଡପ ଗୁଡ଼ିକରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଗତକାଲି ମା’ଙ୍କ ଚକ୍ଷୁଦାନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂଜାର୍ଚ୍ଚନା ସାଙ୍ଗକୁ ଚକ୍ଷୁଦାନ ପରେ ବହୁ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଜଗତଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି। ଶାରଦୀୟ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବ ମୁଖର ସାରା ପରିବେଶ। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକମାଳାରେ ଚମକୁଛି ପୂଜା ମଣ୍ଡପ। ସେହିପରି ଆଜି ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 09:12 AM IST

Sports

Latest News

durgaଭୁବନେଶ୍ୱର: ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମଣ୍ଡପ ଗୁଡ଼ିକରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଗତକାଲି ମା’ଙ୍କ ଚକ୍ଷୁଦାନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂଜାର୍ଚ୍ଚନା ସାଙ୍ଗକୁ ଚକ୍ଷୁଦାନ ପରେ ବହୁ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଜଗତଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି।
ଶାରଦୀୟ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବ ମୁଖର ସାରା ପରିବେଶ। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକମାଳାରେ ଚମକୁଛି ପୂଜା ମଣ୍ଡପ। ସେହିପରି ଆଜି ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos