ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୬ଟା ଯାଏଁ ଦର୍ଶନ ବନ୍ଦ  

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ଚାଲିବ ଏହି ନୀତି। ଫଳରେ ଏହି ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ବନ୍ଦ ରହିବ। ଏହି ସମୟରେ ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିବାରୁ ଭକ୍ତଙ୍କୁ ମୁଖ୍ୟ ମନ୍ଦିର ଭିତରକୁ ଛଡ଼ା ଯିବ ନାହିଁ। ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ହେବ ବନକଲାଗି। ଶ୍ରୀମୁଖ ଶୃଙ୍ଗାର ପରେ ପୁଣି ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇବେ।

sri-jagannatha

sri-jagannatha

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 12:03 PM IST

Sports

Latest News

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ଚାଲିବ ଏହି ନୀତି। ଫଳରେ ଏହି ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ବନ୍ଦ ରହିବ।

ଏହି ସମୟରେ ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିବାରୁ ଭକ୍ତଙ୍କୁ ମୁଖ୍ୟ ମନ୍ଦିର ଭିତରକୁ ଛଡ଼ା ଯିବ ନାହିଁ। ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ହେବ ବନକଲାଗି। ଶ୍ରୀମୁଖ ଶୃଙ୍ଗାର ପରେ ପୁଣି ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story