ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ କ୍ୟାବିନେଟ୍‌ ବୈଠକ: ଓଡ଼ିଶା ଭାଟ୍‌ ସଂଶୋଧନ ବିଲ୍‌ ଉପରେ ଲାଗି ପାରେ ମୋହର

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳ ବଦଳ ପରେ ଆଜି ବସୁଛି ପ୍ରଥମ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଜିଏସ୍‌ଟି ଓ ଓଡ଼ିଶା ଭାଟ୍ ସଂଶୋଧନ ବିଲ୍ ଉପରେ କ୍ୟାବିନେଟ ମୋହର ଲାଗିପାରେ। ଏଥିସହ କୃଷି ଓ ବୈଷୟିକ ଶିକ୍ଷା ଭଳି କିଛି ବିଭାଗର ପ୍ରସ୍ତାବ ଉପସ୍ଥାପନ ହେବା ଏବଂ ଆଉ କିଛି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ରାଜ୍ୟରେ ଷ୍ଟେଟ୍ ଜିଏସ୍‌ଟିର ରୂପରେଖ କିପରି […]

Odisha-Assembly-5-1

Odisha-Assembly-5-1

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 01:32 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳ ବଦଳ ପରେ ଆଜି ବସୁଛି ପ୍ରଥମ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଜିଏସ୍‌ଟି ଓ ଓଡ଼ିଶା ଭାଟ୍ ସଂଶୋଧନ ବିଲ୍ ଉପରେ କ୍ୟାବିନେଟ ମୋହର ଲାଗିପାରେ। ଏଥିସହ କୃଷି ଓ ବୈଷୟିକ ଶିକ୍ଷା ଭଳି କିଛି ବିଭାଗର ପ୍ରସ୍ତାବ ଉପସ୍ଥାପନ ହେବା ଏବଂ ଆଉ କିଛି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି।

ରାଜ୍ୟରେ ଷ୍ଟେଟ୍ ଜିଏସ୍‌ଟିର ରୂପରେଖ କିପରି ରହିବ ଓ ଏହାକୁ ନେଇ କେଉଁ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେନେଇ ବୈଠକରେ ଆଲୋଚନା ହେବ। ରବିବାର ମନ୍ତ୍ରିମଣ୍ଡଳ ପୁନର୍ଗଠନ ପରେ ପଦ ପାଇଥିବା ନୂଆ ୧୦ ମନ୍ତ୍ରୀ ଏବଂ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପାଇଥିବା ୨ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos