ଆଜି ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ: ସେବାୟତଙ୍କ ଯୋଗଦାନକୁ ନେଇ ପ୍ରଶ୍ନବାଚୀ

ପୁରୀ: ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ବସୁଛି ଦ୍ୱିତୀୟ ସମନ୍ୱୟ କମିଟି ବୈଠକ।  କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏ.ବି. ଓତାଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏହା ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ସମନ୍ୱୟ କମିଟି ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବ। ବିଶେଷ କରି ରଥ କାଠ ଯୋଗାଣ, ରଥ ନିର୍ମାଣ ଓ ନୀତିକାନ୍ତି ପାଇଁ ବିଭିନ୍ନ ଦବ୍ର୍ୟ ଯୋଗାଣ ସମ୍ପର୍କରେ ଆଲୋଚନା କରାଯିବ। ଏହାସହ ସହରର ରାସ୍ତାଘାଟ, ସ୍ୱାସ୍ଥ୍ୟ, […]

puri

puri

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 01:17 PM IST

Sports

Latest News

ପୁରୀ: ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ବସୁଛି ଦ୍ୱିତୀୟ ସମନ୍ୱୟ କମିଟି ବୈଠକ।  କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏ.ବି. ଓତାଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏହା ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ସମନ୍ୱୟ କମିଟି ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବ।

ବିଶେଷ କରି ରଥ କାଠ ଯୋଗାଣ, ରଥ ନିର୍ମାଣ ଓ ନୀତିକାନ୍ତି ପାଇଁ ବିଭିନ୍ନ ଦବ୍ର୍ୟ ଯୋଗାଣ ସମ୍ପର୍କରେ ଆଲୋଚନା କରାଯିବ। ଏହାସହ ସହରର ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିମଳ, ଡ୍ରେନେଜ୍‌ ଓ ସ୍ୱେରେଜ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଶାନ୍ତି ଶୃଙ୍ଖଳା ଉପରେ ବିଷଦ ଆଲେଚନା ହେବାର କାର୍ଯ୍ୟକ୍ରମ ରହିଛି।

ବୈଠକରେ ପୁରୀ ବିଧାୟକ ମହେଶ୍ୱର ମହାନ୍ତି, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ଡାକ୍ତର ସାର୍ଥକ ଷଡଙ୍ଗୀଙ୍କ ସମେତ ସମସ୍ତ ବିଭାଗୀୟ ଅଧକାରୀ ଯୋଗଦେବେ।

ଦ୍ୱିତୀୟ ସମନ୍ୱୟ କମିଟି ବୈଠକରେ ଯୋଗ ନ ଦେବାକୁ ସେବାୟତମାନଙ୍କୁ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ନିବେଦନ କରାଯାଇଛି। ସହରରେ ପୋଷ୍ଟର ମରାଯାଇ ସମ୍ମିଳନୀ ପକ୍ଷରୁ ଏପରି ଅନୁରୋଧ କରାଯାଇଛି। ତେବେ ସେବାୟତମାନେ ବୈଠକରେ ଯୋଗ ଦେଉଛନ୍ତି ନାହିଁ ଓ କେତେ ସଂଖ୍ୟାରେ ସେବାୟତ ଯୋଗ ଦେବେ ତାହା ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story