ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ: ବୁର୍ଲାରେ ନୂଆ ପ୍ଲାନେଟୋରିୟମ ଉଦ୍‌ଘାଟନ କରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ। ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଏମ୍‌ସିଏଲ ହେଲିପ୍ୟାଡରେ ଅବତରଣ କରିବ। ସେଠାରୁ ସେ ବୁର୍ଲା ଅଭିମୁଖେ ଯିବେ। ସେଠାରେ ସେ ନିବ ନିର୍ମିତ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କରେ ଉଦ୍‌ଘାଟନ କରିବେ। ତା’ପରେ ଭିମ୍‌ସାର ପରିସରରେ ଅନ୍ୟ କେତୋଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ପରେ ନବୀନ ଭିଏସ୍‌ଏସ୍‌ୟୁଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ସମ୍ବଲପୁରରେ ସିଟି ବସ୍ ଚଳାଚଳକୁ ପତାକା […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 02:40 PM IST

Sports

Latest News

burlaଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ। ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଏମ୍‌ସିଏଲ ହେଲିପ୍ୟାଡରେ ଅବତରଣ କରିବ। ସେଠାରୁ ସେ ବୁର୍ଲା ଅଭିମୁଖେ ଯିବେ। ସେଠାରେ ସେ ନିବ ନିର୍ମିତ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କରେ ଉଦ୍‌ଘାଟନ କରିବେ। ତା’ପରେ ଭିମ୍‌ସାର ପରିସରରେ ଅନ୍ୟ କେତୋଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ପରେ ନବୀନ ଭିଏସ୍‌ଏସ୍‌ୟୁଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

ସେ ସମ୍ବଲପୁରରେ ସିଟି ବସ୍ ଚଳାଚଳକୁ ପତାକା ଦେଖାଇ ଉଦ୍‌ଘାଟନ କରିବେ। ମୁଦିପଡ଼ାଠାରେ ଥିବା ସୁଇମିଂ ପୁଲ୍  କମ୍ପେକ୍ସକୁ ସେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story