ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ: ବୁର୍ଲାରେ ନୂଆ ପ୍ଲାନେଟୋରିୟମ ଉଦ୍‌ଘାଟନ କରିବେ

burlaଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ। ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଏମ୍‌ସିଏଲ ହେଲିପ୍ୟାଡରେ ଅବତରଣ କରିବ। ସେଠାରୁ ସେ ବୁର୍ଲା ଅଭିମୁଖେ ଯିବେ। ସେଠାରେ ସେ ନିବ ନିର୍ମିତ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କରେ ଉଦ୍‌ଘାଟନ କରିବେ। ତା’ପରେ ଭିମ୍‌ସାର ପରିସରରେ ଅନ୍ୟ କେତୋଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ପରେ ନବୀନ ଭିଏସ୍‌ଏସ୍‌ୟୁଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

ସେ ସମ୍ବଲପୁରରେ ସିଟି ବସ୍ ଚଳାଚଳକୁ ପତାକା ଦେଖାଇ ଉଦ୍‌ଘାଟନ କରିବେ। ମୁଦିପଡ଼ାଠାରେ ଥିବା ସୁଇମିଂ ପୁଲ୍  କମ୍ପେକ୍ସକୁ ସେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ

ବିଜେପିକୁ ପରାମର୍ଶ ଦେଉଛି ବିଜେଡି, ନିଜ ସଂଗଠନ ସମ୍ପାଦକ ମାନୁନାହାନ୍ତି ନିୟମ

ପୁଣି ଗଞ୍ଜାମ ଗଲେ ୫ ଓଏଏସ୍ ଓ ୩୨ ଓଆରଏସ୍‌

ସ୍ୱାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା

୧୩୦ ଡାକ୍ତରଙ୍କୁ ପଠାଗଲା ଗଞ୍ଜାମ

‘କରୋନା’ ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ୫ଟି ଜିଲ୍ଲା

ରାଜ୍ୟ ସରକାରଙ୍କ ବିଫଳତାରୁ ଭୟଙ୍କର ସ୍ଥିତିରେ କରୋନା: ବିଜେପି

ସ୍ୱାବ୍‌ ସଂଗ୍ରହ ବେଳେ ବନ୍ଧୁକ ଦେଖାଇଲେ

ପ୍ରସଙ୍ଗର ଜବାବ ନରଖି ଅଭିଯୋଗ ଲଦିଲା ବିଜେଡି

ବିଜେଡି ଓ ବିଜେପିର ରାଜନୀତି ଯୋଗୁ ମହାନଦୀ ଜଳ ବିବାଦ : ନିରଞ୍ଜନ

ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଘଟିଲା ଛାତିଥରା ଘଟଣା

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ