ଆଜି ଧନ୍‌ତେରାସ୍‌:ଗହଣା ଦୋକାନରେ ଭିଡ଼

ଭୁବନେଶ୍ୱର: ଆଜି ଧନ୍‌ତେରାସ୍‌। ବିଶ୍ୱାସ ରହିଛି ଏହି ଦିନରେ ସୁନା, ରୁପା ଏବଂ ଅନ୍ୟାନ୍ୟ ଧାତୁ କିଣିଲେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ସହ ଧନପ୍ରାପ୍ତି ହୋଇଥାଏ। ଏଥିପାଇଁ ବିଭିନ୍ନ ଗହଣା ଦୋକାନରେ ଲୋକଙ୍କ ଭିଡ଼ ଜମେ। ଧନ୍‌ତେରାସକୁ ଆଖି ଆଗରେ ରଖି ଜୁଏଲାରୀ ବ୍ୟବସାୟୀମାନେ ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ରଖିଥାନ୍ତି। ରାଜଧାନୀରେ ଏବର୍ଷ ବି ବିଭିନ୍ନ ସୋରୁମ୍ ପକ୍ଷରୁ ଆକର୍ଷଣୀୟ ଅଫର ସବୁ ଘୋଷଣା ହୋଇଛି।

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 08:04 AM IST

Sports

Latest News

ଭୁବନେଶ୍ୱର: ଆଜି ଧନ୍‌ତେରାସ୍‌। ବିଶ୍ୱାସ ରହିଛି ଏହି ଦିନରେ ସୁନା, ରୁପା ଏବଂ ଅନ୍ୟାନ୍ୟ ଧାତୁ କିଣିଲେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ସହ ଧନପ୍ରାପ୍ତି ହୋଇଥାଏ। ଏଥିପାଇଁ ବିଭିନ୍ନ ଗହଣା ଦୋକାନରେ ଲୋକଙ୍କ ଭିଡ଼ ଜମେ। ଧନ୍‌ତେରାସକୁ ଆଖି ଆଗରେ ରଖି ଜୁଏଲାରୀ ବ୍ୟବସାୟୀମାନେ ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ରଖିଥାନ୍ତି। ରାଜଧାନୀରେ ଏବର୍ଷ ବି ବିଭିନ୍ନ ସୋରୁମ୍ ପକ୍ଷରୁ ଆକର୍ଷଣୀୟ ଅଫର ସବୁ ଘୋଷଣା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos