ପୂର୍ବତନ ବିଜେଡି ସାଂସଦ ଜୟରାମ ପାଙ୍ଗି ବିଜେପି ମୁହାଁ: ଆଜି ମିଶ୍ରଣ ପର୍ବ

ଜୟପୁର: କୋରାପୁଟର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଜୟରାମ ପାଙ୍ଗି ଆଜି ବିଜେପିରେ ମିଶିବେ। ଆଜି ଦିନ ୧୦ଟାରେ ଶତାଧିକ ସମର୍ଥକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପାଙ୍ଗି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ମିଶିବେ ବୋଲି କହିଛନ୍ତି। ମାର୍ଚ୍ଚ ୧୨ ତାରିଖରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଶୃଙ୍ଖଳା ନେଇ ଜୟରାମ ପାଙ୍ଗିଙ୍କୁ ଦଳରୁ ନିଲମ୍ବନ କରିଥିଲେ ନବୀନ ପଟ୍ଟନାୟକ। କୋରାପୁଟ ଜିଲ୍ଲା ରାଜନୀତିରେ ପାଙ୍ଗିଙ୍କ ଦବଦବା ରହିଥିବାରୁ ଏହାର […]

Jayram-Pangi

Jayram-Pangi

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 03:03 PM IST

Sports

Latest News

ଜୟପୁର: କୋରାପୁଟର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଜୟରାମ ପାଙ୍ଗି ଆଜି ବିଜେପିରେ ମିଶିବେ। ଆଜି ଦିନ ୧୦ଟାରେ ଶତାଧିକ ସମର୍ଥକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପାଙ୍ଗି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ମିଶିବେ ବୋଲି କହିଛନ୍ତି।

ମାର୍ଚ୍ଚ ୧୨ ତାରିଖରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଶୃଙ୍ଖଳା ନେଇ ଜୟରାମ ପାଙ୍ଗିଙ୍କୁ ଦଳରୁ ନିଲମ୍ବନ କରିଥିଲେ ନବୀନ ପଟ୍ଟନାୟକ। କୋରାପୁଟ ଜିଲ୍ଲା ରାଜନୀତିରେ ପାଙ୍ଗିଙ୍କ ଦବଦବା ରହିଥିବାରୁ ଏହାର ପ୍ରଭାବ ବିଜେଡି ଉପରେ ପଡିବ ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story