ଆଜି ମହାଶିବରାତ୍ରି: ଜାଣନ୍ତୁ ଲିଙ୍ଗରାଜ ଓ ଧବଳେଶ୍ୱରରେ କେତେବେଳେ ଉଠିବ ମହାଦୀପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ। ପ୍ରମୁଖ ଶୈବପୀଠ ଲିଙ୍ଗରାଜ, ଆଠଗଡ଼ର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣୀ ଓ ପୁରୀ ଲୋକନାଥ ମନ୍ଦିରରେ ମହାଦେବଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ଭକ୍ତଙ୍କ ଗହଳି ଲାଗିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ସବୁଠି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ପାଇଁ ନୀତି ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦେଇଛନ୍ତି। ଏକାମ୍ର […]

temple

temple

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 08:38 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ। ପ୍ରମୁଖ ଶୈବପୀଠ ଲିଙ୍ଗରାଜ, ଆଠଗଡ଼ର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣୀ ଓ ପୁରୀ ଲୋକନାଥ ମନ୍ଦିରରେ ମହାଦେବଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ଭକ୍ତଙ୍କ ଗହଳି ଲାଗିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ସବୁଠି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ପାଇଁ ନୀତି ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦେଇଛନ୍ତି।

ଏକାମ୍ର କ୍ଷେତ୍ର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଭୋର ୩ଟାରେ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆରତୀ ଓ ଅବକାଶ ନୀତି ଅନୁଷ୍ଠିତ ହୋଇଛି।  ଭୋର ୩ ଟା ୩୦ରୁ ଦିନ ୧୧ଟା ଯାଏ ଭକ୍ତଙ୍କ ପାଇଁ ସାହଣ ମେଲା ଅନୁଷ୍ଠିତ ହେଉଛି।  ଏକାମ୍ର କ୍ଷେତ୍ର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଛି।  ଭକ୍ତଙ୍କ ସୁରକ୍ଷିତ ଦର୍ଶନ ଲାଗି  ବାରିକେଡ୍ ନିର୍ମାଣ ସହ ଟ୍ରାଫିକ କଟକଣା ଲାଗୁ କରାଯାଇଛି।  ସେହିପରି ଆଇନ ଶୃଙ୍ଖଳାରକ୍ଷା ଲାଗି ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସେହିଭଳି ପୁରୀ ଲୋକନାଥ ମନ୍ଦିରରେ ରାତି ୪ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି।  ଆଠଗଡ଼ ଧବଳେଶ୍ୱର ପୀଠରେ ରାତି ସାଢେ ୧୨ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story