ଆଜି କାର୍ତ୍ତିକ ଶେଷ ସୋମବାର: ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆଜି କାର୍ତ୍ତିକ ମାସ ଶେଷ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ସକାଳୁ ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ଅବକାଶ ନୀତି ଅନୁଷ୍ଠିତ ହୋଇଛି। ଏହାପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଶେଷ ସୋମବାରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମନ୍ଦିରରେ ହବିଷ୍ୟାଳୀ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛିା

sri-jagannatha-temple

sri-jagannatha-temple

Rakesh Mallick
  • Published: Monday, 30 October 2017
  • Updated: 30 October 2017, 07:39 AM IST

Sports

Latest News

ପୁରୀ: ଆଜି କାର୍ତ୍ତିକ ମାସ ଶେଷ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ସକାଳୁ ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ଅବକାଶ ନୀତି ଅନୁଷ୍ଠିତ ହୋଇଛି। ଏହାପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଶେଷ ସୋମବାରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମନ୍ଦିରରେ ହବିଷ୍ୟାଳୀ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛିା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos