ଆଜି ମହାନବମୀ: ଶ୍ଲୋକ ଓ ଚଣ୍ଡିପାଠରେ କମ୍ପୁଛି ପରିବେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ। ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା। ଆଜି ପୀଠରେ ମା’ଙ୍କର ମହାଦଶମୀ ଥିବା ବେଳେ ମଣ୍ଡପରେ ମହାନବମୀ। ଆଜି ବିଭିନ୍ନ ମଣ୍ଡପରେ କନ୍ୟା ପୂଜନ ନୀତି ଅନୁଷ୍ଠିତ ହେଉଛି। କନ୍ୟା ପୂଜନରେ ମାଆଙ୍କୁ ପ୍ରସନ୍ନ […]

durga

durga

Tapaswini Nayak
  • Published: Tuesday, 04 October 2022
  • Updated: 04 October 2022, 09:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ। ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା।

ଆଜି ପୀଠରେ ମା’ଙ୍କର ମହାଦଶମୀ ଥିବା ବେଳେ ମଣ୍ଡପରେ ମହାନବମୀ। ଆଜି ବିଭିନ୍ନ ମଣ୍ଡପରେ କନ୍ୟା ପୂଜନ ନୀତି ଅନୁଷ୍ଠିତ ହେଉଛି। କନ୍ୟା ପୂଜନରେ ମାଆଙ୍କୁ ପ୍ରସନ୍ନ କରିବାକୁ ୯ ଜଣ କୁନି ଝିଅକୁ ପୂଜା କରାଯାଇଥାଏ। ଏହା ସହିତ ଘରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ। ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜାକୁ ଉଲ୍ଲାସର ସହ ପାଳନ କରାଯାଉଛି।

puja

ଦଶହରା ପାଇଁ କଟକର ଅଧିକାଂଶ ପୂଜା ମଣ୍ଡପରେ ଆକର୍ଷଣ ସାଜିଛି ସୁନା ଚାନ୍ଦି ମେଢ଼। ତା’ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ମଣ୍ଡପ। ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଓ ଆଖି ଝଲସା ତୋରଣ ଦେଖିବାକୁ ଭିଡ଼ ଜମୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story