ରାଜଧାନୀରୁ ଉଭେଇ ଗଲା ଛାଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଉଭେଇଗଲା ଛାଇ। ଆଜି ୪ ମିନିଟ୍ ପାଇଁ ଛୁ ମାରିଥିଲା ଛାଇ। ଭୁବନେଶ୍ୱରରେ ଆଜି ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିବାରୁ ମଧ୍ୟାହ୍ନରେ କିଛି ସମୟ ଛାଇ ଦେଖାଯାଇନଥିଲା। ଏଥିପାଇଁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲି କଟକରେ ଶୂନ୍ୟ ଛାୟା ଦିବସ ପାଳିତ ହେବ। ଆକାଶରେ ମହାଜାଗତିକ ଦୃଶ୍ୟ। ଆଜି ଭୁବନେଶ୍ୱରରେ ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିଲେ। ଯାହା ଫଳରେ ଭୂଲମ୍ବ ଅବସ୍ଥାରେ ଥିବା […]

no show

no show

Rakesh Mallick
  • Published: Monday, 21 May 2018
  • Updated: 21 May 2018, 08:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଉଭେଇଗଲା ଛାଇ। ଆଜି ୪ ମିନିଟ୍ ପାଇଁ ଛୁ ମାରିଥିଲା ଛାଇ। ଭୁବନେଶ୍ୱରରେ ଆଜି ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିବାରୁ ମଧ୍ୟାହ୍ନରେ କିଛି ସମୟ ଛାଇ ଦେଖାଯାଇନଥିଲା। ଏଥିପାଇଁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲି କଟକରେ ଶୂନ୍ୟ ଛାୟା ଦିବସ ପାଳିତ ହେବ।

ଆକାଶରେ ମହାଜାଗତିକ ଦୃଶ୍ୟ। ଆଜି ଭୁବନେଶ୍ୱରରେ ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିଲେ। ଯାହା ଫଳରେ ଭୂଲମ୍ବ ଅବସ୍ଥାରେ ଥିବା ପ୍ରତି ବସ୍ତୁର ଛାଇ କିଛି ସମୟ ପାଇଁ ଉଭେଇ ଯାଇଥିଲା। ଦିନ ୧୧ଟା ୪୩ରୁ ୧୧ଟା ୪୭ ପର୍ଯ୍ୟନ୍ତ ୪ ମିନିଟ୍ ଧରି ଛାଇ ଉଭେଇ ଯାଇଥିଲା। ଯାହାକୁ ଜ୍ୟୋତିର୍ବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ବୋଲି ଅଭିହିତ କରିଛନ୍ତି। ସୂର୍ଯ୍ୟ ଉତ୍ତରରୁ ଦକ୍ଷିଣକୁ ଓ ଦକ୍ଷିଣରୁ ଉତ୍ତରକୁ ଗତିକଲା ବେଳେ ବର୍ଷକୁ ଦୁଇଥର ମେ’ରୁ ଜୁନ୍ ଓ ଜୁନ୍‌ରୁ ଅଗଷ୍ଟ ସମୟରେ ବିଭିନ୍ନ ସ୍ଥାନରେ ମଧ୍ୟାହ୍ନରେ କିଛି ସମୟ ଛାଇ ଉଭେଇ ଯାଇଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ହଠାତ୍‌ ଆପଣଙ୍କ ପାଖରୁ ଗାଏବ ହୋଇଯିବ ଛାଇ: କେବେ ଓ କାହିଁକି ହେବ ଏମିତି ପଢ଼ନ୍ତୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story