ଆଜି ଉଦ୍‌ଘାଟନ ହେବ ଓଡ଼ିଶାର ପ୍ରଥମ ମେଗା ଫୁଡ୍‌ ପାର୍କ

ରାୟଗଡ଼ା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଭୁଜବଳଠାରେ ଓଡ଼ିଶାର ପ୍ରଥମ ମେଗା ଫୁଡ୍‌ ପାର୍କ ଉଦ୍‌ଘାଟନ ହେବ।  ଏହି ମେଗା ଫୁଡ୍‌ ପାର୍କକୁ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଶିଳ୍ପମନ୍ତ୍ରୀ ହରସିମରାତ କୌର ବାଦଲ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।  ଉଦଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୫୦ ଏକର ଜମି ଉପରେ ୮୦କୋଟି ଟଙ୍କା ବ୍ୟୟରେ ଏହି ଫୁଡ୍‌ ପାର୍କ  ନିର୍ମିତ ହୋଇଛି। ଖାଦ୍ୟ ପ୍ରକ୍ରିୟା କରଣ ସହ ଶୀତଳ […]

rayagda

rayagda

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 08:11 AM IST

Sports

Latest News

ରାୟଗଡ଼ା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଭୁଜବଳଠାରେ ଓଡ଼ିଶାର ପ୍ରଥମ ମେଗା ଫୁଡ୍‌ ପାର୍କ ଉଦ୍‌ଘାଟନ ହେବ।  ଏହି ମେଗା ଫୁଡ୍‌ ପାର୍କକୁ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଶିଳ୍ପମନ୍ତ୍ରୀ ହରସିମରାତ କୌର ବାଦଲ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।  ଉଦଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

୫୦ ଏକର ଜମି ଉପରେ ୮୦କୋଟି ଟଙ୍କା ବ୍ୟୟରେ ଏହି ଫୁଡ୍‌ ପାର୍କ  ନିର୍ମିତ ହୋଇଛି। ଖାଦ୍ୟ ପ୍ରକ୍ରିୟା କରଣ ସହ ଶୀତଳ ଭଣ୍ଡାର, ଗୋଦାମ ବ୍ୟବସ୍ଥା ଓ ବିଜ୍ଞାନଗାର ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ରହିଛି।  କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏଭଳି ଫୁଡ୍‌ ପାର୍କ ଆରମ୍ଭ କରାଯାଉଥିବା ମେଗା ଫୁଡ୍‌ ପାର୍କର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos