ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସ୍ନାନ ମଣ୍ଡପକୁ ଶଙ୍କରାଚାର୍ଯ୍ୟ ଯିବେ କି ନାହିଁ ହେବ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ଆଜି ବସିବ । ଆଗାମୀ ସ୍ନାନପୂର୍ଣ୍ଣମୀ ସମୟରେ ସ୍ନାନ ମଣ୍ଡପକୁ ସହଯୋଗୀଙ୍କ ସହ ଶଙ୍କରାଚାର୍ଯ୍ୟ ଯିବେ ନା ନାହିଁ ଏବଂ ସେବାୟତଙ୍କ ପରିବାର ସଦସ୍ୟ ଯାଇପାରିବେ କି ନାହିଁ ସେ ନେଇ ଆଲୋଚନା ହୋଇପାରେ। ଗତକାଲି ଏ ନେଇ ଛତିଶା ନିଯୋଗ ବୈଠକରେ ସେଭଳି କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ତେବେ ଛତିଶା ନିଯୋଗ ବୈଠକରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ ଅନୁମୋଦନ […]

Puri

Puri

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 08:52 AM IST

Sports

Latest News

ପୁରୀ: ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ଆଜି ବସିବ । ଆଗାମୀ ସ୍ନାନପୂର୍ଣ୍ଣମୀ ସମୟରେ ସ୍ନାନ ମଣ୍ଡପକୁ ସହଯୋଗୀଙ୍କ ସହ ଶଙ୍କରାଚାର୍ଯ୍ୟ ଯିବେ ନା ନାହିଁ ଏବଂ ସେବାୟତଙ୍କ ପରିବାର ସଦସ୍ୟ ଯାଇପାରିବେ କି ନାହିଁ ସେ ନେଇ ଆଲୋଚନା ହୋଇପାରେ। ଗତକାଲି ଏ ନେଇ ଛତିଶା ନିଯୋଗ ବୈଠକରେ ସେଭଳି କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା।

ତେବେ ଛତିଶା ନିଯୋଗ ବୈଠକରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ ଅନୁମୋଦନ ଲାଭ କରିଛି। ତେବେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀରେ ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି।  ଆଜି ପରିଚାଳନା କମିଟି ବୈଠକରେ ତାହା ଉପସ୍ଥାପନ କରାଯିବ।

ସେହିପରି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ପାଇଁ କ’ଣ ବିଧିବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ଭକ୍ତମାନେ ଦେବସ୍ନାନ ମଣ୍ଡପ ତଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। କିନ୍ତୁ ସ୍ପର୍ଶ କରିପାରିବେନି ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story