ପ୍ରବଳ ବର୍ଷାରେ ଟ୍ୱିନ୍ ସିଟି ବେହାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି। ଗତକାଲିଠୁ ରାତି ତମାମ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅସରାଏ ପାଣିରେ ଟ୍ୱିନ୍ ସିଟି ବେହାଲ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଜନଜୀବନ ପ୍ରଭାବିତ ହୋଇଛି। ଗତକାଲି ସନ୍ଧ୍ୟାରେ କଟକ ସହରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷକରି ବାଦାମବାଡ଼ି, ରକ୍ସି ଲେନ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ […]

car...

car...

Tapaswini Nayak
  • Published: Saturday, 06 July 2019
  • Updated: 06 July 2019, 08:49 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି। ଗତକାଲିଠୁ ରାତି ତମାମ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅସରାଏ ପାଣିରେ ଟ୍ୱିନ୍ ସିଟି ବେହାଲ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଜନଜୀବନ ପ୍ରଭାବିତ ହୋଇଛି। ଗତକାଲି ସନ୍ଧ୍ୟାରେ କଟକ ସହରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷକରି ବାଦାମବାଡ଼ି, ରକ୍ସି ଲେନ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

[caption id="attachment_402811" align="alignnone" width="865"] କଟକ[/caption]

ଡ୍ରେନ୍ ସଫେଇ ଅଭାବ ଓ ଜାଇକା କାମ ଶେଷ ହୋଇ ନ ଥିବାରୁ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। ଫଳରେ ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଜମି ରହିଥିବାରୁ ଯାନବାହନ ଚଳାଚଳରେ ବି ବାଧା ସୃଷ୍ଟି ହୋଇଛି।

[caption id="attachment_402812" align="alignnone" width="750"] କଟକ[/caption]

[caption id="attachment_402813" align="alignnone" width="847"] ଭୁବନେଶ୍ୱର[/caption]

ସେହିପରି ରାଜଧାନୀରେ ମଧ୍ୟ ଅବସ୍ଥା ସମାନ ରହିଛି। ଗତକାଲିର ଅସରାଏ ବର୍ଷାରେ କମିଶନରେଟ୍ ପୁଲିସ ଅଫିସ ଆଗରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିଲା।ସେହିପରି ନୟାପଲ୍ଲୀ ବେହେରାସାହି ଓ ଲକ୍ଷ୍ମୀସାଗର ଅଞ୍ଚଳରେ ରାସ୍ତା ଉପରେ ପାଣି ଜମି ରହିଥିଲା। ଏଥିପାଇଁ ସ୍କୁଲ ପିଲାଠାରୁ ଆରମ୍ଭ କରି ରୋଗୀ, ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story