ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପୂର୍ବ ପାଇଁ ଦେଶ ଓ ରାଜ୍ୟରେ ଉତ୍ସବ ମୁଖର ପରିବେଶ। ଆଜି ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ଆଉ ଭାଇ ନିଜଭଉଣୀର ସୁରକ୍ଷା ପାଇଁ ଦେବ ପ୍ରତିଶ୍ରୁତି। ଏହି ଖଣ୍ଡିଏ ସୁତାରେ ଯୋଡ଼ି ହୋଇ ଯାଏ ଭାଇ ଓ ଭଉଣୀର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ। ୟେ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଓ […]

rakhi purnima

rakhi purnima

Tapaswini Nayak
  • Published: Thursday, 11 August 2022
  • Updated: 11 August 2022, 10:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପୂର୍ବ ପାଇଁ ଦେଶ ଓ ରାଜ୍ୟରେ ଉତ୍ସବ ମୁଖର ପରିବେଶ। ଆଜି ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ଆଉ ଭାଇ ନିଜଭଉଣୀର ସୁରକ୍ଷା ପାଇଁ ଦେବ ପ୍ରତିଶ୍ରୁତି। ଏହି ଖଣ୍ଡିଏ ସୁତାରେ ଯୋଡ଼ି ହୋଇ ଯାଏ ଭାଇ ଓ ଭଉଣୀର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ। ୟେ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଓ ସୁରକ୍ଷିତ।

ଭାଇ ସାନ ହେଉ ଅବା ବଡ଼ ସବୁବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ତା ପାଖେ ଛିଡ଼ା ହୁଏ। ଆଉ ଭଉଣୀ ବି ଯେମିତି ମାଆ ପରି, ଭାଇର ସବୁ କଥାକୁ ବୁଝେ।ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ପ୍ରତିବନ୍ଧକ ଭିତରେ ପାଳନ ହୋଇଥିଲା ରାକ୍ଷୀ ପୂର୍ଣ୍ଣମୀ। ହେଲେ ଏଥର କଟକଣା ହଟିଛି। ଏହାସହ କରୋନା ଭୟ ବି କମିଛି। ତେଣୁ କଟକଣା ମୁକ୍ତ ରକ୍ଷା ବନ୍ଧନ ପର୍ବ ପାଳନ ପାଇଁ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story