ଆଜିଠାରୁ ପବିତ୍ର ରମଜାନ୍‌ ମାସ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି।  ଇସଲାମ ଧର୍ମାବଲମ୍ୱୀ ଏହି ମାସରେ ଦିନବେଳା ଉପବାସ ବା ରୋଜା ରଖିବା ପରମ୍ପରା ରହିଛି। ଗତକାଲି ରାତିରେ ତରାଭି କରାଯିବା ପରେ ଆଜିଠାରୁ ରୋଜା ରଖୁଛନ୍ତି ମୁସଲମାନ ଭାଇଭଉଣୀ।