ରଥଯାତ୍ରା ସମନ୍ୱୟ କମିଟି ପ୍ରଥମ ବୈଠକ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ପୁରୀ ସଦଭାବନା ଗୃହରେ ବସିଥିବା ବୈଠକରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି. ଓତା ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାପାଳ, ଏସ୍‌ପି, ବରିଷ୍ଠ ଅଧିକାରୀ, ସ୍ଥାନୀୟ ବିଧାୟକ, ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ଓ ସେବାୟତମାନେ ଯୋଗଇଥିଲେ। ରଥ ଯାତ୍ରାକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ବିଜୁଳି, ପାନୀୟ ଜଳ ଯୋଗାଣ, ଶାନ୍ତିଶୃଙ୍ଖଳାରେ ନୀତି ସମ୍ପାଦନ ଆଦି ବିଷୟ ଉପରେ ଆଲୋଚନା […]

puri_jagannath_temple

puri_jagannath_temple

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 10:29 PM IST

Sports

Latest News

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ପୁରୀ ସଦଭାବନା ଗୃହରେ ବସିଥିବା ବୈଠକରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି. ଓତା ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାପାଳ, ଏସ୍‌ପି, ବରିଷ୍ଠ ଅଧିକାରୀ, ସ୍ଥାନୀୟ ବିଧାୟକ, ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ଓ ସେବାୟତମାନେ ଯୋଗଇଥିଲେ।

ରଥ ଯାତ୍ରାକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ବିଜୁଳି, ପାନୀୟ ଜଳ ଯୋଗାଣ, ଶାନ୍ତିଶୃଙ୍ଖଳାରେ ନୀତି ସମ୍ପାଦନ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ତେବେ ପୁରୀ ବସ୍‌ ଷ୍ଟାଣ୍ଡ ପୁନରୁଦ୍ଧାର ଏହି ସମୟ ମଧ୍ୟରେ ହୋଇପାରିବ ନାହିଁ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି. ଓତା କ୍ଷୋଭ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ବୈଠକରେ ଛତିଶା ନିଯୋଗ ମଧ୍ୟରୁ ଦୁଇ ତିନିଟି ନିଯୋଗର ସେବକ ପ୍ରତିନିଧି ଯୋଗଦେଇଥିବା ବେଳେ ଅଧିକାଂଶ ବୈଠକକୁ ଆସିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story