ଆଜି ରୁକ୍ମିଣୀ ହରଣ ଏକାଦଶୀ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ରୁକ୍ମିଣୀ ହରଣ ଏକାଦଶୀ। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ରୁକ୍ମିଣୀଙ୍କୁ ହରଣ କରି ବିବାହ କରିବେ। ଆଜି ମଧ୍ୟାହ୍ନ ଧୂପ ପରେ ରୁକ୍ମିଣୀ ହରଣ ନୀତିକାନ୍ତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ମହାଲକ୍ଷ୍ମୀ ବିମଳାଙ୍କ ମନ୍ଦିର ଯାଇଥିବା ବେଳେ ଶ୍ରୀକୃଷ୍ଣ ରୂପୀ ମଦନ ମୋହନ ତାଙ୍କୁ ହରଣ କରିବେ। ଏହି ସମୟରେ ଶିଶୁପାଳ ମହାପ୍ରଭୁଙ୍କୁ ବିରୋଧ କରିବାରୁ ଶିଶୁପାଳ ଓ ଶ୍ରୀକୃଷ୍ଣ ରୂପୀ ମଦନ ମୋହନ ମଧ୍ୟରେ ଲଢେଇ ହେବ। ଶେଷରେ ଶିଶୁପାଳଙ୍କୁ ବନ୍ଧନ […]

Mahapraghunka-Bibaha000000

Mahapraghunka-Bibaha000000

Tapaswini Nayak
  • Published: Tuesday, 02 June 2020
  • Updated: 02 June 2020, 11:41 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ରୁକ୍ମିଣୀ ହରଣ ଏକାଦଶୀ। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ରୁକ୍ମିଣୀଙ୍କୁ ହରଣ କରି ବିବାହ କରିବେ। ଆଜି ମଧ୍ୟାହ୍ନ ଧୂପ ପରେ ରୁକ୍ମିଣୀ ହରଣ ନୀତିକାନ୍ତି ଅନୁଷ୍ଠିତ ହେବ।

ପରମ୍ପରା ଅନୁଯାୟୀ, ମହାଲକ୍ଷ୍ମୀ ବିମଳାଙ୍କ ମନ୍ଦିର ଯାଇଥିବା ବେଳେ ଶ୍ରୀକୃଷ୍ଣ ରୂପୀ ମଦନ ମୋହନ ତାଙ୍କୁ ହରଣ କରିବେ। ଏହି ସମୟରେ ଶିଶୁପାଳ ମହାପ୍ରଭୁଙ୍କୁ ବିରୋଧ କରିବାରୁ ଶିଶୁପାଳ ଓ ଶ୍ରୀକୃଷ୍ଣ ରୂପୀ ମଦନ ମୋହନ ମଧ୍ୟରେ ଲଢେଇ ହେବ। ଶେଷରେ ଶିଶୁପାଳଙ୍କୁ ବନ୍ଧନ କରିବେ ମହାପ୍ରଭୁ। ପରବର୍ତ୍ତୀ ସମୟରେ ଶିଶୁପାଳଙ୍କୁ ସେ ମୁକ୍ତ ମଧ୍ୟ କରିଦେବେ। ଆଜି ଏହି ନୀତି ମାଜଣା ମଣ୍ଡପରେ ଅନୁଷ୍ଠିତ ହେବ।

ଆସନ୍ତାକାଲି ହେବ ଗୁଆଲି ପର୍ବ। ଗତକାଲି ଶ୍ରୀଜିଉଙ୍କ ଚମ୍ପକ ଦ୍ୱାଦଶୀ ଏବଂ ରୁକୁଣୀ ହରଣ ଏକାଦଶୀ ନେଇ ଗୋବର୍ଦ୍ଧନ ପୀଠରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story