ଟୋଲ୍‌ ଫି ବୃଦ୍ଧି ପ୍ରସଙ୍ଗ: ଧର୍ମଘଟକୁ ଓହ୍ଲାଇବାକୁ ବସ୍‌ ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର: ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ବସ୍‌ ମାଲିକ ସଂଘ। ଟୋଲ୍‌ ଗେଟ୍‌ରେ ଟୋଲ୍ ଆଦାୟ ବୃଦ୍ଧିର ପ୍ରତିବାଦ କରି ସଂଘ ଏହି ଧର୍ମଘଟ କରିବ। ଭୁବନେଶ୍ୱରରେ ସଂଘ ପକ୍ଷରୁ ଆୟୋଜିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ଦେଇ ଯାଉଥିବା ବସ୍‌ ଗୁଡିକ ଟୋଲ୍‌ ଗେଟ୍‌ରେ ଏକତୃତୀୟାଂଶ ଟୋଲ୍‌ ଦେବା ସମୟରେ ଯାତ୍ରୀମାନେ ଦେବେ ଦୁଇ ତୃତୀୟାଂଶ। ପ୍ରକାଶିତ ଏହି ବିଜ୍ଞପ୍ତି ଅନୁସାରେ ଏଭଳି ଭାବେ ଟୋଲ୍ ଆଦାୟ ହେଲେ  ସିଧାସଳଖ ଯାତ୍ରୀଙ୍କ […]

bbsr

bbsr

Rakesh Mallick
  • Published: Monday, 23 May 2016
  • Updated: 23 May 2016, 04:02 AM IST

Sports

Latest News

ଭୁବନେଶ୍ୱର: ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ବସ୍‌ ମାଲିକ ସଂଘ। ଟୋଲ୍‌ ଗେଟ୍‌ରେ ଟୋଲ୍ ଆଦାୟ ବୃଦ୍ଧିର ପ୍ରତିବାଦ କରି ସଂଘ ଏହି ଧର୍ମଘଟ କରିବ। ଭୁବନେଶ୍ୱରରେ ସଂଘ ପକ୍ଷରୁ ଆୟୋଜିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ଦେଇ ଯାଉଥିବା ବସ୍‌ ଗୁଡିକ ଟୋଲ୍‌ ଗେଟ୍‌ରେ ଏକତୃତୀୟାଂଶ ଟୋଲ୍‌ ଦେବା ସମୟରେ ଯାତ୍ରୀମାନେ ଦେବେ ଦୁଇ ତୃତୀୟାଂଶ। ପ୍ରକାଶିତ ଏହି ବିଜ୍ଞପ୍ତି ଅନୁସାରେ ଏଭଳି ଭାବେ ଟୋଲ୍ ଆଦାୟ ହେଲେ  ସିଧାସଳଖ ଯାତ୍ରୀଙ୍କ ପରେ ବୋଝ ପଡ଼ିବ ବୋଲି ସଂଘ କହିଛି।

ଯଦି ଏହି ଟୋଲ୍‌ ଆଦାୟ ବଳବତ୍ତର  ରହିବ ତେବେ ଟୋଲ୍ ଗେଟ୍‌ ଦେଇ ଯାତାୟତ କରୁଥିବାରୁ ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିବା ସହିତ ଧର୍ମଘଟକୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏକ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ରାଜ୍ୟର ଜାତୀୟ ରାଜପଥରେ ଥିବା ୮ଟି ଟୋଲ୍‌ ଗେଟ୍‌ରେ  ଟୋଲ୍‌ ଆଦାୟ କରାଯିବ। ଉଭୟ ବସ୍ ମାଲିକ ଏବଂ  ବସ୍‌ ଯାତ୍ରୀ ଏହି ଟୋଲ୍‌ ଟିକସ ଦେବେ। ଏହାକୁ ବିରୋଧ କରି  ବସ୍‌ ମାଲିକ ସଂଘ ଧର୍ମଘଟକୁ  ଓହ୍ଲାଇବାକୁ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story