ଆସନ୍ତାକାଲିଠାରୁ ବିଜେଡିର ମହାନଦୀ ବଞ୍ଚାଅ ଦସ୍ତଖତ ଅଭିଯାନ

କଟକ: କଟକରୁ ଆସନ୍ତାକାଲି ବିଜେଡି ମହାନଦୀ ବଞ୍ଚାଅ ଦସ୍ତଖତ ଅଭିଯାନ ଆରମ୍ଭ କରିବ। ଗଡଖାଇ ନିକଟ ପଡିଆରେ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସକାଳୁ ପ୍ରଥମେ ମହିଳାମାନେ କଳସ ଶୋଭାଯାତ୍ରା କରିବେ। ଏଥିରେ ଦଳର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଏବଂ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କର୍ମୀ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି […]

ctc

ctc

Rakesh Mallick
  • Published: Thursday, 10 November 2016
  • Updated: 11 November 2016, 09:04 AM IST

କଟକ: କଟକରୁ ଆସନ୍ତାକାଲି ବିଜେଡି ମହାନଦୀ ବଞ୍ଚାଅ ଦସ୍ତଖତ ଅଭିଯାନ ଆରମ୍ଭ କରିବ। ଗଡଖାଇ ନିକଟ ପଡିଆରେ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ସକାଳୁ ପ୍ରଥମେ ମହିଳାମାନେ କଳସ ଶୋଭାଯାତ୍ରା କରିବେ। ଏଥିରେ ଦଳର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଏବଂ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କର୍ମୀ ଯୋଗ ଦେବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି,“୧୦ରୁ ୧୫ ହଜାର ଲୋକ ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଆମେ ସୁରକ୍ଷା ବ୍ୟବସ୍ଥା କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story